"ସିଷ୍ଟମ୍ UI" "ଖୁବ୍ ଶୀଘ୍ର ବ୍ୟାଟେରୀ ସରିଯାଇପାରେ" "%s ବାକି ଅଛି" "USB ଦ୍ଵାରା ଚାର୍ଜ କରିହେବନାହିଁ" "ଆପଣଙ୍କ ଡିଭାଇସ୍ ପାଇଁ ଥିବା ଚାର୍ଜର୍‌କୁ ବ୍ୟବହାର କରନ୍ତୁ" "ବ୍ୟାଟେରୀ ସେଭର୍‌ ଚାଲୁ କରିବେ?" "ବ୍ୟାଟେରୀ ସେଭର୍ ବିଷୟରେ" "ଚାଲୁ‌ କରନ୍ତୁ" "ବ୍ୟାଟେରୀ ସେଭର୍‌ ଚାଲୁ କରନ୍ତୁ" "ଅଟୋ-ରୋଟେଟ୍‌ ସ୍କ୍ରିନ୍" "%2$s ଆକ୍ସେସ୍‍ କରିବାକୁ %1$sକୁ ଅନୁମତି ଦେବେ?" "%2$s ଆକ୍ସେସ୍ କରିବାକୁ %1$sକୁ ଅନୁମତି ଦେବେ କି?\nଏହି ଆପ୍‌କୁ ରେକର୍ଡ କରିବାକୁ ଅନୁମତି ଦିଆଯାଇ ନାହିଁ କିନ୍ତୁ ଏହି USB ଡିଭାଇସ୍ ଜରିଆରେ ଅଡିଓ କ୍ୟାପ୍ଟର୍ କରିପାରିବ।" "%2$s ଆକ୍ସେସ୍‍ କରିବାକୁ %1$sକୁ ଅନୁମତି ଦେବେ?" "%2$s ନିୟନ୍ତ୍ରଣ କରିବାକୁ %1$s ଖୋଲିବେ?" "%2$s ପରିଚାଳନା କରିବାକୁ %1$sକୁ ଖୋଲିବେ?\nଏହି ଆପ୍‌କୁ ରେକର୍ଡ କରିବାକୁ ଅନୁମତି ଦିଆଯାଇ ନାହିଁ କିନ୍ତୁ ଏହି USB ଡିଭାଇସ୍ ଜରିଆରେ, ଏହା ଅଡିଓ କ୍ୟାପ୍ଟର୍ କରିପାରିବ।" "%2$s ନିୟନ୍ତ୍ରଣ କରିବାକୁ %1$s ଖୋଲିବେ?" "ଇନଷ୍ଟଲ୍‍ ହୋଇଥିବା କୌଣସି ଆପ୍‍ ଏହି USB ଆକ୍ସେସୋରୀରେ କାମ କରେନାହିଁ। ଏହି ଆକ୍ସେସୋରୀ ବିଷୟରେ %1$sରେ ଅଧିକ ଜାଣନ୍ତୁ" "USB ଆକ୍ସେସରୀ" "ଦେଖନ୍ତୁ" "%2$s କନେକ୍ଟ ଥିବାବେଳେ %1$s ସର୍ବଦା ଖୋଲନ୍ତୁ" "%2$s କନେକ୍ଟ ଥିବାବେଳେ %1$s ସର୍ବଦା ଖୋଲନ୍ତୁ" "USB ଡିବଗିଙ୍ଗ କରିବେ?" "କମ୍ପ୍ୟୁଟର୍‌ର RSA କୀ ଫିଙ୍ଗରପ୍ରିଣ୍ଟ୍ ହେଉଛି:\n%1$s" "ସବୁବେଳେ ଏହି କମ୍ପ୍ୟୁଟର୍‌ରୁ ଅନୁମତି ଦିଅନ୍ତୁ" "ଅନୁମତି ଦିଅନ୍ତୁ" "USBରେ ଡିବଗ୍‍ କରାଯାଇପାରିବ ନାହିଁ" "ସମ୍ପ୍ରତି ସାଇନ୍‍-ଇନ୍‍ କରିଥିବା ୟୁଜର୍‍ ଜଣକ ଏହି ଡିଭାଇସରେ USB ଡିବଗିଙ୍ଗ ଅନ୍‍ କରିପାରିବେ ନାହିଁ। ଏହି ବୈଶିଷ୍ଟ୍ୟ ବ୍ୟବହାର କରିବାକୁ, ପ୍ରାଥମିକ ୟୁଜର୍‍ରେ ସାଇନ୍‍-ଇନ୍‍ କରନ୍ତୁ।" "ଏହି ନେଟୱାର୍କରେ ୱାୟାରଲେସ୍ ଡିବଗିଂ ପାଇଁ ଅନୁମତି ଦେବେ?" "ନେଟୱାର୍କ ନାମ (SSID)\n%1$s\n\nୱାଇଫାଇ ଠିକଣା (BSSID)\n%2$s" "ସର୍ବଦା ଏହି ନେଟୱାର୍କରେ ଅନୁମତି ଦିଅନ୍ତୁ" "ଅନୁମତି ଦିଅନ୍ତୁ" "ୱାୟାରଲେସ୍ ଡିବଗିଂ ପାଇଁ ଅନୁମତି ନାହିଁ" "ଉପଯୋଗକର୍ତ୍ତା ବର୍ତ୍ତମାନ ସାଇନ୍-ଇନ୍ କରିଥିବା ଏହି ଡିଭାଇସରେ ୱାୟାରଲେସ୍ ଡିବଗିଂ ଚାଲୁ କରିପାରିବେ ନାହିଁ। ଏହି ଫିଚର୍ ବ୍ୟବହାର କରିବା ପାଇଁ ପ୍ରାଥମିକ ଉପଯୋଗକର୍ତ୍ତାରେ ସ୍ୱିଚ୍ କରନ୍ତୁ।" "USB ପୋର୍ଟକୁ ଅକ୍ଷମ କରାଯାଇଛି" "ଆପଣଙ୍କ ଡିଭାଇସ୍‌କୁ ତରଳ ପଦାର୍ଥ ଏବଂ ଧୂଳିରୁ ସୁରକ୍ଷିତ ରଖିବା ପାଇଁ, USB ପୋର୍ଟକୁ ଅକ୍ଷମ କରାଯାଇଛି ଏବଂ ଏହା କୌଣସି ଉପକରଣ ଚିହ୍ନଟ କରିବ ନାହିଁ। \n\n ଯେତେବେଳେ USB ପୋର୍ଟ ପୁଣିି ବ୍ୟବହାର କରିବାକୁ ସୁରକ୍ଷିତ ହେବ, ସେତେବେଳେ ଆପଣଙ୍କୁ ସୂଚିତ କରାଯିବ।" "ଚାର୍ଜର୍‍ ଏବଂ ଆକ୍ସେସରିଗୁଡ଼ିକୁ ଚିହ୍ନଟ କରିବାକୁ USB ପୋର୍ଟ ସକ୍ଷମ କରାଯାଇଛି" "USB ସକ୍ଷମ କରନ୍ତୁ" "ଅଧିକ ଜାଣନ୍ତୁ" "ସ୍କ୍ରିନ୍‌ସଟ୍ ନିଅନ୍ତୁ" "ସ୍ମାର୍ଟ ଲକ୍ ଅକ୍ଷମ କରାଯାଇଛି" "ଏକ ଛବି ପଠାଯାଇଛି" "ସ୍କ୍ରୀନଶଟ୍‍ ସେଭ୍‍ କରାଯାଉଛି…" "ସ୍କ୍ରୀନଶଟ୍ ସେଭ୍ ହୋଇଛି" "ସ୍କ୍ରୀନ୍‍ଶଟ୍ ସେଭ୍ କରିହେବ ନାହିଁ" "ସ୍କ୍ରିନସଟ୍ ସେଭ୍ କରିବା ପୂର୍ବରୁ ଡିଭାଇସକୁ ଅନଲକ୍ କରାଯିବା ଆବଶ୍ୟକ" "ପୁଣିଥରେ ସ୍କ୍ରୀନ୍‌ଶଟ୍ ନେବାକୁ ଚେଷ୍ଟା କରନ୍ତୁ" "ସ୍କ୍ରିନସଟକୁ ସେଭ୍ କରାଯାଇପାରିବ ନାହିଁ" "ଆପ୍‍ କିମ୍ବା ସଂସ୍ଥା ଦ୍ୱାରା ସ୍କ୍ରୀନଶଟ୍‍ ନେବାକୁ ଅନୁମତି ଦିଆଯାଇ ନାହିଁ" "ଏଡିଟ୍ କରନ୍ତୁ" "ସ୍କ୍ରିନସଟ୍ ଏଡିଟ୍ କରନ୍ତୁ" "ସ୍କ୍ରିନସଟ ସେୟାର କରନ୍ତୁ" "ଅଧିକ କ୍ୟାପଚର୍ କରନ୍ତୁ" "ସ୍କ୍ରିନସଟ୍ ଖାରଜ କରନ୍ତୁ" "ସ୍କ୍ରିନସଟର ପ୍ରିଭ୍ୟୁ" "ଶୀର୍ଷ ସୀମାରେଖା %1$d ଶତକଡ଼ା" "ନିମ୍ନ ସୀମାରେଖା %1$d ଶତକଡ଼ା" "ବାମ ସୀମାରେଖା %1$d ଶତକଡ଼ା" "ଡାହାଣ ସୀମାରେଖା %1$d ଶତକଡ଼ା" "ସ୍କ୍ରିନ୍ ରେକର୍ଡର୍" "ସ୍କ୍ରିନ ରେକର୍ଡିଂର ପ୍ରକ୍ରିୟାକରଣ" "ଏକ ସ୍କ୍ରି‍ନ୍‍ ରେକର୍ଡ୍‍ ସେସନ୍‍ ପାଇଁ ଚାଲୁଥିବା ବିଜ୍ଞପ୍ତି" "ରେକର୍ଡିଂ ଆରମ୍ଭ କରିବେ?" "ରେକର୍ଡିଂ ସମୟରେ, Android ସିଷ୍ଟମ୍ ଆପଣଙ୍କ ସ୍କ୍ରିନରେ ଦେଖାଯାଉଥିବା ବା ଆପଣଙ୍କ ଡିଭାଇସରେ ଚାଲୁଥିବା ଯେ କୌଣସି ସମ୍ବେଦନଶୀଳ ସୂଚନାକୁ କ୍ୟାପଚର୍ କରିପାରିବ। ଏଥିରେ ପାସୱାର୍ଡ, ପେମେଣ୍ଟ ସୂଚନା, ଫଟୋ, ମେସେଜ ଏବଂ ଅଡିଓ ଅନ୍ତର୍ଭୁକ୍ତ।" "ଅଡିଓ ରେକର୍ଡ କରନ୍ତୁ" "ଡିଭାଇସ୍ ଅଡିଓ" "ଆପଣଙ୍କ ଡିଭାଇସରୁ ସାଉଣ୍ଡ, ଯେପରିକି ସଙ୍ଗୀତ, କଲ୍ ଏବଂ ରିଂଟୋନଗୁଡ଼ିକ" "ମାଇକ୍ରୋଫୋନ୍" "ଡିଭାଇସ୍ ଅଡିଓ ଏବଂ ମାଇକ୍ରୋଫୋନ୍" "ଆରମ୍ଭ କରନ୍ତୁ" "ସ୍କ୍ରିନ୍ ରେକର୍ଡ କରାଯାଉଛି" "ସ୍କ୍ରିନ୍ ଏବଂ ଅଡିଓ ରେକର୍ଡ କରାଯାଉଛି" "ସ୍କ୍ରିନରେ ସ୍ପର୍ଶଗୁଡ଼ିକ ଦେଖାନ୍ତୁ" "ବନ୍ଦ କରନ୍ତୁ" "ସେୟାର୍‍ କରନ୍ତୁ" "ସ୍କ୍ରିନ୍ ରେକର୍ଡିଂ ସେଭ୍ କରାଯାଇଛି" "ଦେଖିବାକୁ ଟାପ୍ କରନ୍ତୁ" "ସ୍କ୍ରିନ୍‍ ରେକର୍ଡିଂ ଡିଲିଟ୍‍ କରିବାରେ ତ୍ରୁଟି" "ସ୍କ୍ରିନ୍ ରେକର୍ଡିଂ ଆରମ୍ଭ କରିବାରେ ତ୍ରୁଟି" "ଫେରନ୍ତୁ" "ହୋମ୍" "ମେନୁ" "ଆକ୍ସେସିବିଲିଟୀ" "ସ୍କ୍ରୀନ୍‌କୁ ଘୁରାନ୍ତୁ" "ଓଭରଭିଉ" "କ୍ୟାମେରା" "ଫୋନ୍‍" "ଭଏସ୍‌ ସହାୟକ" "ୱାଲେଟ୍" "ଅନଲକ୍‌ କରନ୍ତୁ" "ଡିଭାଇସ୍ ଲକ୍ ହୋଇଯାଇଛି" "ଫେସ୍ ସ୍କାନିଙ୍ଗ କରାଯାଉଛି" "ପଠାନ୍ତୁ" "ଫୋନ୍‌ ଖୋଲନ୍ତୁ" "ଭଏସ୍‍ ସହାୟକ ଖୋଲନ୍ତୁ" "କ୍ୟାମେରା ଖୋଲନ୍ତୁ" "ବାତିଲ୍ କରନ୍ତୁ" "ନିଶ୍ଚିତ କରନ୍ତୁ" "ପୁଣି ଚେଷ୍ଟା କରନ୍ତୁ" "ପ୍ରାମାଣିକତା ବାତିଲ୍ କରିବାକୁ ଟାପ୍ କରନ୍ତୁ" "ଦୟାକରି ପୁଣି ଚେଷ୍ଟା କରନ୍ତୁ" "ଆପଣଙ୍କର ମୁହଁକୁ ପ୍ରମାଣ କରୁଛି" "ମୁହଁ ପ୍ରାମାଣିକତା ହୋଇଛି" "ସୁନିଶ୍ଚିତ କରାଯାଇଛି" "ସମ୍ପୂର୍ଣ୍ଣ କରିବାକୁ ସୁନିଶ୍ଚିତ କରନ୍ତୁରେ ଟାପ୍ କରନ୍ତୁ" "ପ୍ରାମାଣିକତା ହୋଇଛି" "PIN ବ୍ୟବହାର କରନ୍ତୁ" "ପାଟର୍ନ ବ୍ୟବହାର କରନ୍ତୁ" "ପାସ୍‌ୱାର୍ଡ୍ ବ୍ୟବହାର କରନ୍ତୁ" "ଭୁଲ PIN" "ଭୁଲ ପାଟର୍ନ" "ଭୁଲ ପାସ୍‌ୱାର୍ଡ" "ଅନେକ ଥର ଭୁଲ ଚେଷ୍ଟା। \n %dସେକେଣ୍ଡରେ ପୁଣି ଚେଷ୍ଟା କରନ୍ତୁ।" "ପୁଣି ଚେଷ୍ଟା କରନ୍ତୁ। %2$dଟିରୁ %1$dଟି ପ୍ରଚେଷ୍ଟା।" "ଆପଣଙ୍କ ଡାଟାକୁ ଡିଲିଟ୍ କରିଦିଆଯିବ" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାଟର୍ନ ପ୍ରବେଶ କଲେ, ଏହି ଡିଭାଇସର ଡାଟାକୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ PIN ଲେଖିଲେ, ଏହି ଡିଭାଇସର ଡାଟାକୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାସୱାର୍ଡ ଲେଖିଲେ, ଏହି ଡିଭାଇସର ଡାଟାକୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାଟର୍ନ ପ୍ରବେଶ କଲେ, ଏହି ଉପଯୋଗକର୍ତ୍ତାଙ୍କୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ PIN ଲେଖିଲେ, ଏହି ଉପଯୋଗକର୍ତ୍ତାଙ୍କୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାସୱାର୍ଡ ଲେଖିଲେ, ଏହି ଉପଯୋଗକର୍ତ୍ତାଙ୍କୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାଟର୍ନ ପ୍ରବେଶ କଲେ, ଆପଣଙ୍କ ୱାର୍କ ପ୍ରୋଫାଇଲ୍ ଏବଂ ଏହାର ଡାଟାକୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ PIN ଲେଖିଲେ, ଆପଣଙ୍କ ୱାର୍କ ପ୍ରୋଫାଇଲ୍ ଏବଂ ଏହାର ଡାଟାକୁ ଡିଲିଟ୍ କରିଦିଆଯିବ।" "ଆପଣ ପରବର୍ତ୍ତୀ ପ୍ରଚେଷ୍ଟାରେ ଏକ ଭୁଲ ପାସୱାର୍ଡ ଲେଖିଲେ, ଆପଣଙ୍କ ୱାର୍କ ପ୍ରୋଫାଇଲ୍ ଓ ଏହାର ଡାଟାକୁ ଡିଲିଟ୍ କରିଦିଆଯିବ।" "ଅନେକଗୁଡ଼ିଏ ଭୁଲ ପ୍ରଚେଷ୍ଟା। ଏହି ଡିଭାଇସର ଡାଟା ଡିଲିଟ୍ ହୋଇଯିବ।" "ଅନେକଗୁଡ଼ିଏ ଭୁଲ ପ୍ରଚେଷ୍ଟା। ଏହି ଉପଯୋଗକର୍ତ୍ତା ଡିଲିଟ୍ ହୋଇଯିବ।" "ଅନେକଗୁଡ଼ିଏ ଭୁଲ ପ୍ରଚେଷ୍ଟା। ଏହି ୱାର୍କ ପ୍ରୋଫାଇଲ୍ ଏବଂ ଏହାର ଡାଟା ଡିଲିଟ୍ ହୋଇଯିବ।" "ଖାରଜ କରନ୍ତୁ" "ଟିପଚିହ୍ନ ସେନସର୍‌କୁ ଛୁଅଁନ୍ତୁ" "ଟିପଚିହ୍ନ ଆଇକନ୍" "ଫେସ୍ ଚିହ୍ନଟ କରିହେବ ନାହିଁ। ଟିପଚିହ୍ନ ବ୍ୟବହାର କରନ୍ତୁ।" "ବ୍ଲୁଟୂଥ୍‍‌ ସଂଯୋଗ କରାଯାଇଛି।" "ବ୍ୟାଟେରୀ ଶତକଡ଼ା ଅଜଣା ଅଟେ।" "%s ସହ ସଂଯୁକ୍ତ" "%s ସହିତ ସଂଯୁକ୍ତ।" "ସଂଯୁକ୍ତ ହୋଇନାହିଁ।" "ରୋମିଙ୍ଗ" "ବନ୍ଦ" "ଏରୋପ୍ଲେନ୍‍ ମୋଡ୍‌।" "VPN ଅନ୍‍।" "ବ୍ୟାଟେରୀ %d ଶତକଡ଼ା।" "ବ୍ୟାଟେରୀ %1$s ଶତକଡା, ଆପଣଙ୍କର ବ୍ୟବହାରକୁ ଆଧାର କରି ପାଖାପାଖି %2$s ବାକି ଅଛି" "ବ୍ୟାଟେରୀ ଚାର୍ଜ ହେଉଛି, %d ଶତକଡ଼ା।" "ସମସ୍ତ ବିଜ୍ଞପ୍ତି ଦେଖନ୍ତୁ" "ଟେଲି-ଟାଇପରାଇଟର୍ ସକ୍ଷମ ଅଛି।" "ରିଙ୍ଗର୍‌ କମ୍ପନରେ ଅଛି।" "ରିଙ୍ଗର୍‌ ସାଇଲେଣ୍ଟରେ ଅଛି।" "ବିଜ୍ଞପ୍ତି ଶେଡ୍‍।" "କ୍ୱିକ୍ ସେଟିଂସ୍।" "ଲକ୍‌ ସ୍କ୍ରୀନ୍‌।" "ୱର୍କ ଲକ୍‍ ସ୍କ୍ରୀନ୍‍" "ବନ୍ଦ କରନ୍ତୁ" "ୱାଇ-ଫାଇ ବନ୍ଦ ଅଛି।" "ୱାଇ-ଫାଇ ଚାଲୁ ଅଛି।" "ଏୟାର୍‌ପ୍ଲେନ୍‌ ମୋଡ୍‌କୁ ବନ୍ଦ କରାଯାଇଛି।" "ଏୟାର୍‌ପ୍ଲେନ୍‌ ମୋଡ୍‌କୁ ଚାଲୁ କରାଯାଇଛି।" "ସମ୍ପୂର୍ଣ୍ଣ ନୀରବତା" "କେବଳ ଆଲାର୍ମ" "ବିରକ୍ତ କରନ୍ତୁ ନାହିଁ।" "\"ବିରକ୍ତ କରନ୍ତୁ ନାହିଁ\"କୁ ବନ୍ଦ କରାଯାଇଛି।" "\"ବିରକ୍ତ କରନ୍ତୁ ନାହିଁ\" ଚାଲୁ ଅଛି।" "ବ୍ଲୁଟୁଥ।" "ବ୍ଲୁଟୂଥ୍‍‍ ଚାଲୁ ଅଛି।" "ବ୍ଲୁ-ଟୁଥ୍‍କୁ ବନ୍ଦ କରିଦିଆଯାଇଛି।" "ବ୍ଲୁ-ଟୁଥ୍‍କୁ ଚାଲୁ କରାଯାଇଛି।" "ଲୋକେଶନ୍‌ର ରିପୋର୍ଟ ବନ୍ଦ କରାଗଲା।" "ଲୋକେଶନ୍‌ର ରିପୋର୍ଟ ଅନ୍ କରାଗଲା।" "%sରେ ଆଲାର୍ମ ସେଟ୍‍ କରାଯାଇଛି।" "ଅଧିକ ସମୟ।" "କମ୍ ସମୟ।" "ଟର୍ଚ୍ଚ ଲାଇଟ୍ ବନ୍ଦ ଅଛି।" "ଟର୍ଚ୍ଚ ଲାଇଟ୍ ଚାଲୁ ଅଛି।" "ରଙ୍ଗ ବିପରୀତିକରଣକୁ ବନ୍ଦ କରିଦିଆଗଲା।" "ରଙ୍ଗ ବିପରୀତିକରଣକୁ ଚାଲୁ କରିଦିଆଗଲା।" "ମୋବାଇଲ୍ ହଟସ୍ପଟ୍‌ ବନ୍ଦ ଅଛି।" "ମୋବାଇଲ୍ ହଟସ୍ପଟ୍‌ ଚାଲୁ ଅଛି।" "ସ୍କ୍ରୀନ୍‌ କାଷ୍ଟ କରିବା ରହିଯାଇଛି।" "ଡାଟା ସେଭର୍‌ ଅଫ୍‍ କରାଗଲା।" "ଡାଟା ସେଭର୍‌ ଅନ୍‍ କରାଗଲା।" "ଡିସ୍‌ପ୍ଲେ ଉଜ୍ଜ୍ୱଳତା" "ମୋବାଇଲ୍‍ ଡାଟା ପଜ୍‍ କରାଯାଇଛି" "ଡାଟା ପଜ୍‍ କରାଯାଇଛି" "ଆପଣ ସେଟ୍‍ କରିଥିବା ଡାଟାର ସୀମାରେ ପହଞ୍ଚିଲେ। ଆପଣ ଆଉ ମୋବାଇଲ୍‍ ଡାଟା ବ୍ୟବହାର କରୁନାହାଁନ୍ତି।\n\nଯଦି ଆପଣ ପୁଣି ଆରମ୍ଭ କରନ୍ତି, ଡାଟା ବ୍ୟବହାର ପାଇଁ ଆପଣଙ୍କୁ ଦେୟ ଲାଗୁ କରାଯାଇ ପାରେ।" "ପୁଣି ଚାଲୁ କରନ୍ତୁ" "ଲୋକେସନ୍‍ ଅନୁରୋଧ ସକ୍ରିୟ ଅଛି" "\'ସେନ୍‌ସର୍ ବନ୍ଦ\' ସକ୍ରିୟ ଅଛି" "ସମସ୍ତ ବିଜ୍ଞପ୍ତି ଖାଲି କରନ୍ତୁ।" "+ %s" ଭିତରେ ଆଉ %sଟି ଅଧିକ ବିଜ୍ଞପ୍ତି ରହିଛି। ଭିତରେ ଆଉ %sଟି ଅଧିକ ବିଜ୍ଞପ୍ତି ରହିଛି। "ଲ୍ୟାଣ୍ଡସ୍କେପ୍‌ ଅବସ୍ଥାରେ ସ୍କ୍ରୀନ୍‍କୁ ଲକ୍‌ କରାଯାଇଛି।" "ପୋର୍ଟ୍ରେଟ୍‍ ଅବସ୍ଥାରେ ସ୍କ୍ରୀନ୍‍କୁ ଲକ୍‌ କରାଯାଇଛି।" "ଡେଜର୍ଟ କେସ୍‌" "ସ୍କ୍ରିନ୍‌ ସେଭର୍‌" "ଇଥରନେଟ୍‌" "ବିରକ୍ତ କରନ୍ତୁ ନାହିଁ" "ବ୍ଲୁଟୁଥ" "ପେୟାର୍‍ ହୋଇଥିବା କୌଣସି ଡିଭାଇସ୍ ଉପଲବ୍ଧ ନାହିଁ" "%s ବ୍ୟାଟେରୀ" "ଅଡିଓ" "ହେଡସେଟ୍‍" "ଇନପୁଟ୍" "ଶ୍ରବଣ ଯନ୍ତ୍ର" "ଅନ୍ ହେଉଛି…" "ଅଟୋ-ରୋଟେଟ୍" "ଅଟୋ-ରୋଟେଟ୍ ସ୍କ୍ରିନ୍" "ଲୋକେସନ୍‍" "କ୍ୟାମେରା ଆକ୍ସେସ୍" "ମାଇକ୍ ଆକ୍ସେସ୍" "ଉପଲବ୍ଧ" "ବ୍ଲକ୍ କରାଯାଇଛି" "ମିଡିଆ ଡିଭାଇସ୍‌" "ଉପଯୋଗକର୍ତ୍ତା‌" "ୱାଇ-ଫାଇ" "ଇଣ୍ଟରନେଟ୍" "ନେଟୱାର୍କଗୁଡ଼ିକ ଉପଲବ୍ଧ" "ନେଟୱାର୍କ ଉପଲବ୍ଧ ନାହିଁ" "କୌଣସି ୱାଇ-ଫାଇ ନେଟ୍‌ୱର୍କ ଉପଲବ୍ଧ ନାହିଁ" "ଅନ୍ ହେଉଛି…" "ସ୍କ୍ରିନ୍ କାଷ୍ଟ" "କାଷ୍ଟିଙ୍ଗ" "ନାମହୀନ ଡିଭାଇସ୍‍" "କୌଣସି ଡିଭାଇସ୍ ଉପଲବ୍ଧ ନାହିଁ" "ୱାଇ-ଫାଇ ସଂଯୋଜିତ ହୋଇନାହିଁ" "ଉଜ୍ଜ୍ୱଳତା" "ରଙ୍ଗ ଇନଭାର୍ସନ" "ଅଧିକ ସେଟିଂସ୍" "ଉପଯୋଗକର୍ତ୍ତା ସେଟିଂସ୍" "ହୋଇଗଲା" "ବନ୍ଦ କରନ୍ତୁ" "ସଂଯୁକ୍ତ" "କନେକ୍ଟ ରହିଛି, ବ୍ୟାଟେରୀ %1$s" "ସଂଯୋଗ କରୁଛି..." "ହଟସ୍ପଟ୍‌" "ଚାଲୁ ହେଉଛି…" "ଡାଟା ସେଭର୍‌ ଅନ୍‌ ଅଛି" %d ଡିଭାଇସ୍‌ଗୁଡ଼ିକ %d ଡିଭାଇସ୍ "ଫ୍ଲାସ୍‍ଲାଇଟ୍" "କ୍ୟାମେରା ବ୍ୟବହାରରେ ଅଛି" "ମୋବାଇଲ୍‌ ଡାଟା" "ଡାଟାର ବ୍ୟବହାର" "ଅବଶିଷ୍ଟ ଡାଟା" "ସୀମାଠାରୁ ଅଧିକ" "%s ବ୍ୟବହାର କରାଯାଇଛି" "%s ସୀମା" "%s ଚେତାବନୀ" "ୱାର୍କ ଆପ୍ସ" "ନାଇଟ୍ ଲାଇଟ୍" "ସୂର୍ଯ୍ୟାସ୍ତ ବେଳେ ଅନ୍ ହେବ" "ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ" "%sରେ ଅନ୍ ହେବ" "%s ପର୍ଯ୍ୟନ୍ତ" "ଗାଢ଼ା ଥିମ୍" "ବ୍ୟାଟେରୀ ସେଭର୍" "ସନ୍ଧ୍ୟାରେ ଚାଲୁ ହେବ" "ସକାଳ ପର୍ଯ୍ୟନ୍ତ" "%sରେ ଚାଲୁ ହେବ" "%s ପର୍ଯ୍ୟନ୍ତ" "NFC" "NFC ଅକ୍ଷମ କରାଯାଇଛି" "NFC ସକ୍ଷମ କରାଯାଇଛି" "ସ୍କ୍ରିନ୍ ରେକର୍ଡ" "ଆରମ୍ଭ କରନ୍ତୁ" "ବନ୍ଦ କରନ୍ତୁ" "ଡିଭାଇସର ମାଇକ୍ରୋଫୋନକୁ ଅନବ୍ଲକ୍ କରିବେ?" "ଡିଭାଇସର କ୍ୟାମେରାକୁ ଅନବ୍ଲକ୍ କରିବେ?" "ଡିଭାଇସର କ୍ୟାମେରା ଏବଂ ମାଇକ୍ରୋଫୋନକୁ ଅନବ୍ଲକ୍ କରିବେ?" "ଆପଣଙ୍କ ମାଇକ୍ରୋଫୋନକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିବା ସମସ୍ତ ଆପ୍ ଓ ସେବା ପାଇଁ ଏହା ଆକ୍ସେସକୁ ଅନବ୍ଲକ୍ କରେ।" "ଆପଣଙ୍କ କ୍ୟାମେରାକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିବା ସମସ୍ତ ଆପ୍ ଓ ସେବା ପାଇଁ ଏହା ଆକ୍ସେସକୁ ଅନବ୍ଲକ୍ କରେ।" "ଆପଣଙ୍କ କ୍ୟାମେରା କିମ୍ବା ମାଇକ୍ରୋଫୋନକୁ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିବା ସମସ୍ତ ଆପ୍ ଓ ସେବା ପାଇଁ ଏହା ଆକ୍ସେସକୁ ଅନବ୍ଲକ୍ କରେ।" "ଅନ୍ୟ ଡିଭାଇସ୍" "ସଂକ୍ଷିପ୍ତ ବିବରଣୀକୁ ଟୋଗଲ୍ କରନ୍ତୁ" "ଆଲାର୍ମ, ରିମାଇଣ୍ଡର୍‌, ଇଭେଣ୍ଟ ଏବଂ ଆପଣ ନିର୍ଦ୍ଦିଷ୍ଟ କରିଥିବା କଲର୍‌ଙ୍କ ବ୍ୟତୀତ ଆପଣଙ୍କ ଧ୍ୟାନ ଅନ୍ୟ କୌଣସି ଧ୍ୱନୀ ଏବଂ ଭାଇବ୍ରେଶନ୍‌ରେ ଆକର୍ଷଣ କରାଯିବନାହିଁ। ମ୍ୟୁଜିକ୍‍, ଭିଡିଓ ଏବଂ ଗେମ୍‌ ସମେତ ନିଜେ ଚଲାଇବାକୁ ବାଛିଥିବା ଅନ୍ୟ ସବୁକିଛି ଆପଣ ଶୁଣିପାରିବେ।" "ଆଲାର୍ମ ବ୍ୟତୀତ ଆପଣଙ୍କ ଧ୍ୟାନ ଅନ୍ୟ କୌଣସି ଧ୍ୱନୀ ଏବଂ ଭାଇବ୍ରେଶନ୍‌ରେ ଆକର୍ଷଣ କରାଯିବନାହିଁ। ମ୍ୟୁଜିକ୍‍, ଭିଡିଓ ଏବଂ ଗେମ୍‌ ସମେତ ନିଜେ ଚଲାଇବାକୁ ବାଛିଥିବା ଅନ୍ୟ ସବୁକିଛି ଆପଣ ଶୁଣିପାରିବେ।" "କଷ୍ଟମାଇଜ୍‌ କରନ୍ତୁ" "ଆଲାର୍ମ, ମ୍ୟୁଜିକ୍‍, ଭିଡିଓ ଏବଂ ଗେମ୍‌ ସମେତ ଏହା ଦ୍ୱାରା ସମସ୍ତ ଧ୍ୱନୀ ଏବଂ ଭାଇବ୍ରେଶନ୍‌ ଅବରୋଧ ହୁଏ। ଆପଣ ତଥାପି ଫୋନ୍‍ କଲ୍‍ କରିପାରିବେ।" "ଆଲାର୍ମ, ମ୍ୟୁଜିକ୍‍, ଭିଡିଓ ଓ ଗେମ୍ସ ସମେତ ଏହାଦ୍ୱାରା ସମସ୍ତ ସାଉଣ୍ଡ ଓ ଭାଇବ୍ରେଶନ୍‍ ଅବରୋଧ ହୁଏ।" "ଖୋଲିବା ପାଇଁ ପୁଣି ଟାପ୍‍ କରନ୍ତୁ" "ପୁଣି ଟାପ୍ କରନ୍ତୁ" "ଖୋଲିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ" "ଖୋଲିବାକୁ ଦବାନ୍ତୁ" "ପୁଣି ଚେଷ୍ଟା କରିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ" "NFC ବ୍ୟବହାର କରିବାକୁ ଅନଲକ୍ କରନ୍ତୁ" "ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ" "ଏହି ଡିଭାଇସଟି %sର ଅଟେ" "ଏହି ଡିଭାଇସ୍ %s ଦ୍ୱାରା ପ୍ରଦାନ କରାଯାଇଛି" "ଫୋନ୍‍ ପାଇଁ ଆଇକନରୁ ସ୍ୱାଇପ୍‍ କରନ୍ତୁ" "ଭଏସ୍‍ ସହାୟକ ପାଇଁ ଆଇକନରୁ ସ୍ୱାଇପ୍‍ କରନ୍ତୁ" "କ୍ୟାମେରା ପାଇଁ ଆଇକନରୁ ସ୍ୱାଇପ୍‍ କରନ୍ତୁ" "ସମ୍ପୂର୍ଣ୍ଣ ନୀରବ। ଏହାଦ୍ୱାରା ସ୍କ୍ରୀନ୍‍ ରିଡର୍‍ ମଧ୍ୟ ନୀରବ ହୋଇଯିବ।" "ସମ୍ପୂର୍ଣ୍ଣ ନୀରବତା" "କେବଳ ପ୍ରାଥମିକତା" "କେବଳ ଆଲାର୍ମ" "ସମ୍ପୂର୍ଣ୍ଣ\nନୀରବ" "କେବଳ\nପ୍ରାଥମିକତା" "କେବଳ\nଆଲାର୍ମ" "%2$s • ୱାୟାରଲେସ୍ ଭାବେ ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ" "%2$s • ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ" "%2$s • ଶୀଘ୍ର ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ" "%2$s • ଧୀରେ ଚାର୍ଜ ହେଉଛି • %1$sରେ ସମ୍ପୂର୍ଣ୍ଣ ହେବ" "ୟୁଜର୍‍ ବଦଳାନ୍ତୁ" "ଉପଯୋଗକର୍ତ୍ତାଙ୍କୁ ଯୋଗ କରନ୍ତୁ" "ନୂଆ ଉପଯୋଗକର୍ତ୍ତା" "ଅତିଥିଙ୍କୁ କାଢ଼ିଦେବେ?" "ଏହି ସେସନର ସମସ୍ତ ଆପ୍‌ ଓ ଡାଟା ଡିଲିଟ୍‌ ହୋଇଯିବ।" "କାଢ଼ିଦିଅନ୍ତୁ" "ପୁଣି ସ୍ୱାଗତ, ଅତିଥି!" "ଆପଣ ନିଜର ସେସନ୍ ଜାରି ରଖିବାକୁ ଚାହାଁନ୍ତି କି?" "ଆରମ୍ଭ କରନ୍ତୁ" "ହଁ, ଜାରି ରଖନ୍ତୁ" "ନୂତନ ଉପଯୋଗକର୍ତ୍ତା ଯୋଗ କରିବେ?" "ଆପଣ ଜଣେ ନୂଆ ଉପଯୋଗକର୍ତ୍ତାଙ୍କୁ ଯୋଗ କଲେ,ତାଙ୍କୁ ସ୍ପେସ୍ ସେଟ୍ ଅପ୍ କରିବାକୁ ପଡ଼ିବ। \n \n ଅନ୍ୟ ସମସ୍ତ ଉପଯୋଗକର୍ତ୍ତାଙ୍କ ପାଇଁ ଯେ କୌଣସି ଉପଯୋଗକର୍ତ୍ତା ଆପଗୁଡ଼ିକୁ ଅପଡେଟ୍‌ କରିପାରିବେ।" "ଉପଯୋଗକର୍ତ୍ତା ସୀମାରେ ପହଞ୍ଚିଛି" କେବଳ %d ଉପଯୋଗକର୍ତ୍ତା ହିଁ ତିଆରି କରିହେବ। କେବଳ ଜଣେ ଉପଯୋଗକର୍ତ୍ତା ହିଁ ତିଆରି କରିହେବ। "ୟୁଜରଙ୍କୁ ବାହାର କରିବେ?" "ଏହି ୟୁଜରଙ୍କ ସମସ୍ତ ଆପ୍‍ ଓ ଡାଟା ଡିଲିଟ୍‍ ହେବ।" "କାଢ଼ି ଦିଅନ୍ତୁ" "%sରେ ସମସ୍ତ ସୂଚନାକୁ ଆକ୍ସେସ୍ ରହିବ ଯାହା ଆପଣଙ୍କର ସ୍କ୍ରିନ୍‌ରେ ଦେଖାଯିବ ବା ରେକର୍ଡିଂ ବା କାଷ୍ଟିଂ ବେଳେ ଆପଣଙ୍କର ଡିଭାଇସ୍ ଠାରୁ ଚାଲିବ। ପାସ୍‌ୱାର୍ଡ, ପେମେଣ୍ଟ ବିବରଣୀ, ଫଟୋ, ମେସେଜ୍ ଏବଂ ଆପଣ ଚଲାଉଥିବା ଅଡିଓ ପରି ସୂଚନା ଅନ୍ତର୍ଭୁକ୍ତ ଅଛି।" "ରେକର୍ଡିଂ ବା କାଷ୍ଟିଂ ବେଳେ ଆପଣଙ୍କର ଡିଭାଇସରେ ଦେଖାଯାଉଥିବା ବା ଆପଣଙ୍କ ଡିଭାଇସରୁ ପ୍ଲେ କରାଯାଉଥିବା ସବୁ ସୂଚନାକୁ ଏହି ଫଙ୍କସନ୍ ପ୍ରଦାନ କରୁଥିବା ସେବାର ଆକ୍ସେସ୍ ରହିବ। ପାସ୍‌ୱାର୍ଡ, ପେମେଣ୍ଟ ବିବରଣୀ, ଫଟୋ, ମେସେଜ୍ ଏବଂ ଆପଣ ଚଲାଉଥିବା ଅଡିଓ ପରି ସୂଚନା ଏଥିରେ ଅନ୍ତର୍ଭୁକ୍ତ ଅଛି।" "ରେକର୍ଡିଂ ବା କାଷ୍ଟିଂ ଆରମ୍ଭ କରିବେ?" "%s ସହ ରେକର୍ଡିଂ ବା କାଷ୍ଟିଂ ଆରମ୍ଭ କରିବେ?" "ସମସ୍ତ ଖାଲି କରନ୍ତୁ" "ପରିଚାଳନା କରନ୍ତୁ" "ଇତିହାସ" "ନୂଆ" "ନୀରବ" "ବିଜ୍ଞପ୍ତିଗୁଡ଼ିକ" "ବାର୍ତ୍ତାଳାପଗୁଡ଼ିକ" "ସମସ୍ତ ନୀରବ ବିଜ୍ଞପ୍ତିଗୁଡ଼ିକ ଖାଲି କରନ୍ତୁ" "\"ବିରକ୍ତ କରନ୍ତୁ ନାହିଁ\" ବିକଳ୍ପ ଦ୍ୱାରା ବିଜ୍ଞପ୍ତି ପଜ୍‍ ହୋଇଛି" "ବର୍ତ୍ତମାନ ଆରମ୍ଭ କରନ୍ତୁ" "କୌଣସି ବିଜ୍ଞପ୍ତି ନାହିଁ" "ଏହି ଡିଭାଇସ୍ ଆପଣଙ୍କ ବାପାମାଙ୍କ ଦ୍ୱାରା ପରିଚାଳିତ" "ଏହି ଡିଭାଇସର ମାଲିକାନା ଆପଣଙ୍କ ସଂସ୍ଥା ପାଖରେ ଅଛି ଏବଂ ଏହା ନେଟୱାର୍କ ଟ୍ରାଫିକର ନିରୀକ୍ଷଣ କରିପାରେ" "ଏହି ଡିଭାଇସଟି %1$sର ଅଟେ ଏବଂ ଏହା ନେଟୱାର୍କ ଟ୍ରାଫିକକୁ ନିରୀକ୍ଷଣ କରିପାରେ" "ଏହି ଡିଭାଇସ୍ %s ଦ୍ୱାରା ପ୍ରଦାନ କରାଯାଇଛି" "ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ ଏବଂ ଏହା %1$s ସହ ସଂଯୁକ୍ତ ଅଛି" "ଏହି ଡିଭାଇସଟି %1$sର ଅଟେ ଏବଂ ଏହା %2$s ସହ ସଂଯୁକ୍ତ ଅଛି" "ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ" "ଏହି ଡିଭାଇସଟି %1$sର ଅଟେ" "ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ ଏବଂ ଏହା VPNଗୁଡ଼ିକ ସହ ସଂଯୁକ୍ତ ଅଛି" "ଏହି ଡିଭାଇସଟି %1$sର ଅଟେ ଏବଂ ଏହା VPNଗୁଡ଼ିକ ସହ ସଂଯୁକ୍ତ ଅଛି" "ଆପଣଙ୍କ ୱର୍କ ପ୍ରୋଫାଇଲରେ ଆପଣଙ୍କ ସଂସ୍ଥା ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କରିପାରନ୍ତି" "%1$s ଆପଣଙ୍କ ୱର୍କ ପ୍ରୋଫାଇଲରେ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କରିପାରନ୍ତି" "ୱାର୍କ ପ୍ରୋଫାଇଲ୍ ନେଟୱାର୍କ କାର୍ଯ୍ୟକଳାପ ଆପଣଙ୍କ IT ଆଡମିନଙ୍କୁ ଦେଖାଯିବ" "ନେଟୱର୍କ ନୀରିକ୍ଷଣ କରାଯାଇପାରେ" "ଏହି ଡିଭାଇସଟି VPNଗୁଡ଼ିକ ସହ ସଂଯୁକ୍ତ ଅଛି" "ଆପଣଙ୍କ ୱାର୍କ ପ୍ରୋଫାଇଲ୍ %1$s ସହ ସଂଯୁକ୍ତ ଅଛି" "ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲ୍ %1$s ସହ ସଂଯୁକ୍ତ ଅଛି" "ଏହି ଡିଭାଇସଟି %1$s ସହ ସଂଯୁକ୍ତ ଅଛି" "ଏହି ଡିଭାଇସ୍ %s ଦ୍ୱାରା ପ୍ରଦାନ କରାଯାଇଛି" "ଡିଭାଇସ୍‌ ପରିଚାଳନା" "VPN" "ନେଟୱାର୍କ ଲଗିଂ" "CA ସର୍ଟିଫିକେଟ୍‌" "ପଲିସୀ ଦେଖନ୍ତୁ" "ନିୟନ୍ତ୍ରଣଗୁଡ଼ିକୁ ଦେଖନ୍ତୁ" "ଏହି ଡିଭାଇସଟି %1$sର ଅଟେ।\n\nଆପଣଙ୍କ IT ଆଡମିନ୍ ସେଟିଂସ୍, କର୍ପୋରେଟ୍ ଆକ୍ସେସ୍, ଆପ୍ସ, ଆପଣଙ୍କ ଡିଭାଇସ୍ ସହ ସମ୍ବନ୍ଧିତ ଡାଟା ଏବଂ ଆପଣଙ୍କ ଡିଭାଇସର ଲୋକେସନ୍ ସୂଚନାକୁ ନିରୀକ୍ଷଣ ଏବଂ ପରିଚାଳନା କରିପାରିବେ।\n\nଅଧିକ ସୂଚନା ପାଇଁ, ଆପଣଙ୍କ IT ଆଡମିନଙ୍କ ସହ ଯୋଗାଯୋଗ କରନ୍ତୁ।" "%1$s ଏହି ଡିଭାଇସ ସହ ସମ୍ବନ୍ଧିତ ଡାଟା ଆକ୍ସେସ୍ କରିବା, ଆପଗୁଡ଼ିକୁ ପରିଚାଳନା କରିବା ଏବଂ ଏହି ଡିଭାଇସର ସେଟିଂସ୍ ବଦଳାଇବାକୁ ସକ୍ଷମ ହୋଇପାରେ।\n\nଯଦି ଆପଣଙ୍କର କିଛି ପ୍ରଶ୍ନ ଅଛି, ତେବେ %2$s ସହ ଯୋଗାଯୋଗ କରନ୍ତୁ।" "ଏହି ଡିଭାଇସଟି ଆପଣଙ୍କ ସଂସ୍ଥାର ଅଟେ।\n\nଆପଣଙ୍କ IT ଆଡମିନ୍ ସେଟିଂସ୍, କର୍ପୋରେଟ୍ ଆକ୍ସେସ୍, ଆପ୍ସ, ଆପଣଙ୍କ ଡିଭାଇସ୍ ସହ ସମ୍ବନ୍ଧିତ ଡାଟା ଏବଂ ଆପଣଙ୍କ ଡିଭାଇସର ଲୋକେସନ୍ ସୂଚନାକୁ ନିରୀକ୍ଷଣ ଏବଂ ପରିଚାଳନା କରିପାରିବେ।\n\nଅଧିକ ସୂଚନା ପାଇଁ, ଆପଣଙ୍କ IT ଆଡମିନଙ୍କ ସହ ଯୋଗାଯୋଗ କରନ୍ତୁ।" "ଏହି ଡିଭାଇସରେ ଆପଣଙ୍କ ସଂସ୍ଥା ଏକ ସର୍ଟିଫିକେଟ୍‍ ଅଥରିଟି ଇନଷ୍ଟଲ୍‍ କରିଛନ୍ତି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।" "ଆପଣଙ୍କ ୱର୍କ ପ୍ରୋଫାଇଲରେ ଆପଣଙ୍କ ସଂସ୍ଥା ଏକ ସର୍ଟିଫିକେଟ୍‍ ଅଥରିଟି ଇନଷ୍ଟଲ୍‍ କରିଛନ୍ତି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।" "ଏହି ଡିଭାଇସରେ ଏକ ସର୍ଟିଫିକେଟ୍‍ ଅଥରିଟି ଇନଷ୍ଟଲ୍‍ କରାଯାଇଛି। ଆପଣଙ୍କ ସୁରକ୍ଷିତ ନେଟୱର୍କ ଟ୍ରାଫିକ୍‍ ନୀରିକ୍ଷଣ କିମ୍ବା ସଂଶୋଧନ କରାଯାଇ ପାରେ।" "ଆପଣଙ୍କ ଆଡମିନ୍‍ ନେଟୱର୍କ ଲଗଇନ୍‍ କରିବା ଅନ୍‍ କରିଛନ୍ତି, ଯାହା ଆପଣଙ୍କ ଡିଭାଇସରେ ଟ୍ରାଫିକ୍‍ ନୀରିକ୍ଷଣ କରେ।" "ଆପଣଙ୍କ ଆଡମିନ୍ ନେଟୱାର୍କ ଲଗିଂ ଚାଲୁ କରିଛନ୍ତି, ଯାହା ଆପଣଙ୍କ ୱାର୍କ ପ୍ରୋଫାଇଲରେ ଟ୍ରାଫିକ୍ ନିରୀକ୍ଷଣ କରେ କିନ୍ତୁ ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲରେ ନୁହେଁ।" "ଆପଣ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣ %1$s ଏବଂ %2$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣଙ୍କ ୱର୍କ ପ୍ରୋଫାଇଲ୍‍ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" "ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲ୍‍ %1$sରେ ସଂଯୁକ୍ତ, ଯାହା ଇମେଲ୍‍, ଆପ୍‌ ଓ ୱେବସାଇଟ୍‍ ସମେତ ଆପଣଙ୍କ ନେଟୱର୍କ ଗତିବିଧିକୁ ନିରୀକ୍ଷଣ କରିପାରେ।" " " "VPN ସେଟିଂସ୍ ଖୋଲନ୍ତୁ" "ଏହି ଡିଭାଇସ୍ ଆପଣଙ୍କ ବାପାମାଙ୍କ ଦ୍ୱାରା ପରିଚାଳିତ। ଆପଣଙ୍କ ବାପାମା ଆପଣ ବ୍ୟବହାର କରୁଥିବା ଆପ୍ସ, ଆପଣଙ୍କ ଲୋକେସନ୍ ଓ ସ୍କ୍ରିନ୍ ସମୟ ପରି ସୂଚନା ଦେଖିପାରିବେ ଏବଂ ପରିଚାଳନା କରିପାରିବେ।" "VPN" "TrustAgent ଦ୍ୱାରା ଅନ୍‌ଲକ୍ ରହିଛି" "%1$s. %2$s" "ସାଉଣ୍ଡ ସେଟିଂସ୍" "ସ୍ବଚାଳିତ କ୍ୟାପ୍ସନ୍ ମିଡିଆ" "କ୍ୟାପ୍ସନ୍‌ଗୁଡ଼ିିକର ଟିପ୍ ବନ୍ଦ କରନ୍ତୁ" "କ୍ୟାପ୍ସନ୍‌ର ଓଭର୍‌ଲେ" "ସକ୍ଷମ କରନ୍ତୁ" "ଅକ୍ଷମ କରନ୍ତୁ" "ଆପକୁ ପିନ୍ କରାଯାଇଛି" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବାକୁ ସ୍ପର୍ଶ କରି ଧରିରଖନ୍ତୁ ଓ ଦେଖନ୍ତୁ।" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବା ପାଇଁ ହୋମ୍ ଓ ବ୍ୟାକ୍ ବଟନ୍‌କୁ ଧରିରଖନ୍ତୁ।" "ଆପଣ ଅନ୍‌ପିନ୍ ନକରିବା ପର୍ଯ୍ୟନ୍ତ ଏହା ଦେଖାଯାଉଥିବ। ଅନ୍‌ପିନ୍ କରିବା ପାଇଁ ଉପରକୁ ସ୍ୱାଇପ୍‌ କରି ଧରି ରଖନ୍ତୁ।" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବାକୁ ସ୍ପର୍ଶ କରନ୍ତୁ ଏବଂ ଓଭରଭ୍ୟୁକୁ ଧରିରଖନ୍ତୁ।" "ଆପଣ ଅନପିନ୍‍ ନକରିବା ପର୍ଯ୍ୟନ୍ତ ଏହା ଦେଖାଉଥିବ। ଅନପିନ୍‍ କରିବା ପର୍ଯ୍ୟନ୍ତ ହୋମ୍‌କୁ ଦାବିଧରନ୍ତୁ।" "ବ୍ୟକ୍ତିଗତ ଡାଟାକୁ ଆକ୍ସେସ୍ କରାଯାଇପାରେ (ଯେପରିକି ଯୋଗାଯୋଗଗୁଡ଼ିକ ଏବଂ ଇମେଲ୍ ବିଷୟବସ୍ତୁ)।" "ପିନ୍ କରାଯାଇଥିବା ଆପଟି ଅନ୍ୟ ଆପଗୁଡ଼ିକୁ ଖୋଲିପାରେ।" "ଏହି ଆପକୁ ଅନପିନ୍ କରିବା ପାଇଁ, \"ବ୍ୟାକ୍\" ଏବଂ \"ଓଭରଭିଉ\" ବଟନକୁ ସ୍ପର୍ଶ କରି ଧରି ରଖନ୍ତୁ" "ଏହି ଆପକୁ ଅନପିନ୍ କରିବାକୁ, \"ବ୍ୟାକ୍\" ଏବଂ \"ହୋମ୍\" ବଟନକୁ ସ୍ପର୍ଶ କରି ଧରି ରଖନ୍ତୁ" "ଏହି ଆପକୁ ଅନପିନ୍ କରିବାକୁ, ଉପରକୁ ସ୍ୱାଇପ୍ କରି ଧରି ରଖନ୍ତୁ" "ବୁଝିଗଲି" "ନାହିଁ, ଥାଉ" "ଆପ୍ ପିନ୍ କରାଯାଇଛି" "ଆପ୍ ଅନପିନ୍ କରାଯାଇଛି" "କଲ୍ କରନ୍ତୁ" "ସିଷ୍ଟମ୍‌" "ରିଙ୍ଗ" "ମିଡିଆ" "ଆଲାରାମ୍" "ବିଜ୍ଞପ୍ତି" "ବ୍ଲୁଟୁଥ୍‍‌" "ଡୁଆଲ୍‍ ମଲ୍ଟି ଟୋନ୍‍ ଫ୍ରିକ୍ୱେନ୍ସୀ" "ଆକ୍ସେସିବିଲିଟୀ" "ରିଙ୍ଗ" "ଭାଇବ୍ରେଟ୍‌" "ମ୍ୟୁଟ୍" "%1$s। ଅନମ୍ୟୁଟ୍‍ କରିବା ପାଇଁ ଟାପ୍‍ କରନ୍ତୁ।" "%1$s। ଭାଇବ୍ରେଟ୍‍ ସେଟ୍‍ କରିବାକୁ ଟାପ୍‍ କରନ୍ତୁ। ଆକ୍ସେସିବିଲିଟୀ ସର୍ଭିସ୍‌ ମ୍ୟୁଟ୍‍ କରାଯାଇପାରେ।" "%1$s। ମ୍ୟୁଟ୍‍ କରିବାକୁ ଟାପ୍‍ କରନ୍ତୁ। ଆକ୍ସେସିବିଲିଟୀ ସର୍ଭିସ୍‌ ମ୍ୟୁଟ୍‍ କରାଯାଇପାରେ।" "%1$s। ଭାଇବ୍ରେଟରେ ସେଟ୍‍ କରିବାକୁ ଟାପ୍‍ କରନ୍ତୁ।" "%1$s। ମ୍ୟୁଟ୍‍ କରିବାକୁ ଟାପ୍‍ କରନ୍ତୁ।" "ରିଙ୍ଗର୍ ମୋଡ୍ ବଦଳାଇବାକୁ ଟାପ୍ କରନ୍ତୁ" "ମ୍ୟୁଟ୍" "ଅନ୍‍-ମ୍ୟୁଟ୍ କରନ୍ତୁ" "ଭାଇବ୍ରେଟ୍" "%s ଭଲ୍ୟୁମ୍ ନିୟନ୍ତ୍ରଣ" "କଲ୍ ଓ ବିଜ୍ଞପ୍ତି ପାଇଁ (%1$s)ରେ ରିଙ୍ଗ ହେବ" "ସିଷ୍ଟମ୍ UI ଟ୍ୟୁନର୍‍" "ଷ୍ଟାଟସ୍‍ ବାର୍‍" "ସିଷ୍ଟମ୍‌ UI ଡେମୋ ମୋଡ୍‌" "ଡେମୋ ମୋଡ୍ ସକ୍ଷମ କରନ୍ତୁ" "ଡେମୋ ମୋଡ୍‍ ଦେଖାନ୍ତୁ" "ଇଥରନେଟ୍‌" "ଆଲାର୍ମ" "ୱାଲେଟ୍" "ଆପଣଙ୍କ ଫୋନ୍ ମାଧ୍ୟମରେ ଆହୁରି ଶୀଘ୍ର, ଅଧିକ ସୁରକ୍ଷିତ କ୍ରୟ କରିବା ପାଇଁ ସେଟ୍ ଅପ୍ କରନ୍ତୁ" "ସବୁ ଦେଖାନ୍ତୁ" "ଏକ କାର୍ଡ ଯୋଗ କରନ୍ତୁ" "ଅପଡେଟ୍ ହେଉଛି" "ବ୍ୟବହାର କରିବାକୁ ଅନଲକ୍ କରନ୍ତୁ" "ଆପଣଙ୍କ କାର୍ଡଗୁଡ଼ିକ ପାଇବାରେ ଏକ ସମସ୍ୟା ହୋଇଥିଲା। ଦୟାକରି ପରେ ପୁଣି ଚେଷ୍ଟା କରନ୍ତୁ" "ସ୍କ୍ରିନ୍ ଲକ୍ ସେଟିଂସ୍" "ୱର୍କ ପ୍ରୋଫାଇଲ୍‌" "ଏରୋପ୍ଲେନ୍‍ ମୋଡ୍" "%1$sବେଳେ ଆପଣ ନିଜର ପରବର୍ତ୍ତୀ ଆଲାର୍ମ ଶୁଣିପାରିବେ ନାହିଁ" "%1$s ହେଲେ" "%1$s ବେଳେ" "କ୍ୱିକ୍ ସେଟିଂସ୍, %s।" "ହଟସ୍ପଟ୍‌" "ୱର୍କ ପ୍ରୋଫାଇଲ୍‌" "କେତେକଙ୍କ ପାଇଁ ମଜାଦାର, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ" "Android ୟୁଜର୍‍ ଇଣ୍ଟରଫେସ୍‍ ବଦଳାଇବାକୁ ତଥା ନିଜ ପସନ୍ଦ ଅନୁଯାୟୀ କରିବାକୁ ସିଷ୍ଟମ୍‍ UI ଟ୍ୟୁନର୍‍ ଆପଣଙ୍କୁ ଅତିରିକ୍ତ ଉପାୟ ପ୍ରଦାନ କରେ। ଏହି ପରୀକ୍ଷାମୂଳକ ସୁବିଧାମାନ ବଦଳିପାରେ, ଭାଙ୍ଗିପାରେ କିମ୍ବା ଭବିଷ୍ୟତର ରିଲିଜ୍‌ଗୁଡ଼ିକରେ ନଦେଖାଯାଇପାରେ। ସତର୍କତାର ସହ ଆଗକୁ ବଢ଼ନ୍ତୁ।" "ଏହି ପରୀକ୍ଷାମୂଳକ ସୁବିଧାମାନ ବଦଳିପାରେ, ଭାଙ୍ଗିପାରେ କିମ୍ବା ଭବିଷ୍ୟତର ରିଲିଜ୍‌ଗୁଡ଼ିକରେ ନଦେଖାଯାଇପାରେ। ସତର୍କତାର ସହ ଆଗକୁ ବଢ଼ନ୍ତୁ।" "ବୁଝିଗଲି" "ଅଭିନନ୍ଦନ! ସିଷ୍ଟମ୍‍ UI ଟ୍ୟୁନର୍‍କୁ ସେଟିଙ୍ଗରେ ଯୋଡ଼ାଯାଇଛି" "ସେଟିଙ୍ଗରୁ ବାହାର କରିଦିଅନ୍ତୁ" "ସେଟିଙ୍ଗରୁ ସିଷ୍ଟମ୍‍ UI ଟ୍ୟୁନର୍‍କୁ ବାହାର କରି ତାହାର ସମସ୍ତ ସୁବିଧା ବ୍ୟବହାର କରିବା ବନ୍ଦ କରିବେ?" "ବ୍ଲୁଟୂଥ୍‍‍ ଚାଲୁ କରିବେ?" "ଆପଣଙ୍କ ଟାବଲେଟ୍‌ରେ କୀ’ବୋର୍ଡ ସଂଯୋଗ କରିବା ପାଇଁ ଆପଣଙ୍କୁ ପ୍ରଥମେ ବ୍ଲୁଟୂଥ୍‍‍ ଅନ୍‍ କରିବାକୁ ହେବ।" "ଚାଲୁ କରନ୍ତୁ" "ପାୱାର୍‍ ବିଜ୍ଞପ୍ତି କଣ୍ଟ୍ରୋଲ୍‌" "ପାୱାର୍‍ ବିଜ୍ଞପ୍ତି କଣ୍ଟ୍ରୋଲ୍‌ରେ, ଆପଣ ଏକ ଆପ୍‍ ବିଜ୍ଞପ୍ତି ପାଇଁ 0 ରୁ 5 ଗୁରୁତ୍ୱ ସ୍ତର ସେଟ୍‍ କରିହେବେ। \n\n""ସ୍ତର 5"" \n- ବିଜ୍ଞପ୍ତି ତାଲିକାର ଶୀର୍ଷରେ ଦେଖାନ୍ତୁ \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବାକୁ ଅନୁମତି ଦିଅନ୍ତୁ \n- ସର୍ବଦା ପିକ୍‍ କରନ୍ତୁ \n\n""ସ୍ତର 4"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- ସର୍ବଦା ପିକ୍‍ କରନ୍ତୁ \n\n""ସ୍ତର 3"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- କଦାପି ପିକ୍‍ କରନ୍ତୁ ନାହିଁ \n\n""ସ୍ତର 2"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- କଦାପି ପିକ୍‍ କରନ୍ତୁ ନାହିଁ \n- କଦାପି ସାଉଣ୍ଡ ଓ ଭାଇବ୍ରେଟ୍‍ କରନ୍ତୁ ନାହିଁ \n\n""ସ୍ତର 1"" \n- ପୂର୍ଣ୍ଣ ସ୍କ୍ରୀନରେ ବାଧା ଦେବା ବ୍ଲକ୍‌ କରନ୍ତୁ \n- କଦାପି ପିକ୍‍ କରନ୍ତୁ ନାହିଁ \n- କଦାପି ସାଉଣ୍ଡ ଓ ଭାଇବ୍ରେଟ୍‍ କରନ୍ତୁ ନାହିଁ \n- ଲକ୍‍ ସ୍କ୍ରୀନ୍‍ ଓ ଷ୍ଟାଟସ୍‍ ବାର୍‌ରୁ ଲୁଚାନ୍ତୁ \n- ବିଜ୍ଞପ୍ତି ତାଲିକାର ନିମ୍ନରେ ଦେଖାନ୍ତୁ \n\n""ସ୍ତର 0"" \n- ଆପରୁ ସମସ୍ତ ବିଜ୍ଞପ୍ତି ବ୍ଲକ୍‌ କରନ୍ତୁ" "ହୋଇଗଲା" "ଲାଗୁ କରନ୍ତୁ" "ବିଜ୍ଞପ୍ତି ବନ୍ଦ କରନ୍ତୁ" "ନୀରବ" "ଡିଫଲ୍ଟ" "ସ୍ୱଚାଳିତ" "କୌଣସି ସାଉଣ୍ଡ କିମ୍ବା ଭାଇବ୍ରେସନ୍ ନାହିଁ" "କୌଣସି ସାଉଣ୍ଡ କିମ୍ବା ଭାଇବ୍ରେସନ୍ ନାହିଁ ଏବଂ ବାର୍ତ୍ତାଳାପ ବିଭାଗର ନିମ୍ନରେ ଦେଖାଯାଏ" "ଫୋନ୍ ସେଟିଂସ୍ ଆଧାରରେ ରିଙ୍ଗ କିମ୍ବା ଭାଇବ୍ରେଟ୍ ହୋଇପାରେ" "ଫୋନ୍ ସେଟିଂସ୍ ଆଧାରରେ ରିଙ୍ଗ କିମ୍ବା ଭାଇବ୍ରେଟ୍ ହୋଇପାରେ। %1$sରୁ ବାର୍ତ୍ତାଳାପଗୁଡ଼ିକ ଡିଫଲ୍ଟ ଭାବରେ ବବଲ୍ ହୁଏ।" "ଏହି ବିଜ୍ଞପ୍ତି ପ୍ରାପ୍ତ ହେବା ସମୟରେ ସାଉଣ୍ଡ ହେବା ଉଚିତ ନା ଭାଇବ୍ରେସନ୍ ତାହା ସିଷ୍ଟମକୁ ସ୍ଥିର କରିବାକୁ ଦିଅନ୍ତୁ" "<b>ସ୍ଥିତି:</b> ଡିଫଲ୍ଟକୁ ପ୍ରମୋଟ୍ କରାଯାଇଛି" "<b>ସ୍ଥିତି:</b> ନୀରବକୁ ଡିମୋଟ୍ କରାଯାଇଛି" "<b>ସ୍ଥିତି:</b> ରେଙ୍କ ଉପରକୁ କରାଯାଇଛି" "<b>ସ୍ଥିତି:</b> ରେଙ୍କ ତଳକୁ କରାଯାଇଛି" "ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ" "ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ, ଏକ ବବଲ୍ ଭାବେ ଦେଖାଯାଏ" "ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ, \'ବିରକ୍ତ କରନ୍ତୁ ନାହିଁ\'କୁ ବାଧା ଦିଏ" "ବାର୍ତ୍ତାଳାପ ବିଜ୍ଞପ୍ତିଗୁଡ଼ିକର ଶୀର୍ଷରେ ଏବଂ ଲକ୍ ସ୍କ୍ରିନରେ ଏକ ପ୍ରୋଫାଇଲ୍ ଛବି ଭାବେ ଦେଖାଏ, ଏକ ବବଲ୍ ଭାବେ ଦେଖାଯାଏ, \'ବିରକ୍ତ କରନ୍ତୁ ନାହିଁ\'କୁ ବାଧା ଦିଏ" "ପ୍ରାଥମିକତା" "%1$s ବାର୍ତ୍ତାଳାପ ଫିଚରଗୁଡ଼ିକୁ ସମର୍ଥନ କରେ ନାହିଁ" "ଏହି ବିଜ୍ଞପ୍ତିଗୁଡ଼ିକ ପରିବର୍ତ୍ତନ କରିହେବ ନାହିଁ।" "ଏଠାରେ ଏହି ବିଜ୍ଞପ୍ତିଗୁଡ଼ିକର ଗ୍ରୁପ୍ କନଫ୍ୟୁଗର୍ କରାଯାଇପାରିବ ନାହିଁ" "ବିଜ୍ଞପ୍ତି ପ୍ରକ୍ସୀ ହୋଇଛି" "ସମସ୍ତ %1$sବିଜ୍ଞପ୍ତିଗୁଡ଼ିକ" "ଅଧିକ ଦେଖନ୍ତୁ" "ସିଷ୍ଟମ୍ ଏହି ବିଜ୍ଞପ୍ତିକୁ ସ୍ୱଚାଳିତ ଭାବେ <b>ଡିଫଲ୍ଟକୁ ପ୍ରମୋଟ୍ କରିଛି</b>।" "ସିଷ୍ଟମ୍ ଏହି ବିଜ୍ଞପ୍ତିକୁ ସ୍ୱଚାଳିତ ଭାବେ <b>ନୀରବକୁ ଡିମୋଟ୍ କରିଛି</b>।" "ଆପଣଙ୍କ ସେଡରେ ସ୍ୱଚାଳିତ ଭାବେ ଏହି ବିଜ୍ଞପ୍ତିର <b>ରେଙ୍କ ଉପରକୁ</b> କରାଯାଇଛି।" "ଆପଣଙ୍କ ସେଡରେ ସ୍ୱଚାଳିତ ଭାବେ ଏହି ବିଜ୍ଞପ୍ତିର <b>ରେଙ୍କ ତଳକୁ</b> କରାଯାଇଛି।" "ଡେଭଲପରଙ୍କୁ ଆପଣଙ୍କ ମତାମତ ଜଣାନ୍ତୁ। ଏହା ଠିକ୍ ଥିଲା କି?" "%1$s ପାଇଁ ବିଜ୍ଞପ୍ତି ନିୟନ୍ତ୍ରଣ ଖୋଲା ଯାଇଛି" "%1$s ପାଇଁ ବିଜ୍ଞପ୍ତି ନିୟନ୍ତ୍ରଣ ବନ୍ଦ ହୋଇଛି" "ଅଧିକ ସେଟିଂସ୍" "କଷ୍ଟମାଇଜ୍‌ କରନ୍ତୁ" "ବବଲ୍ ଦେଖାନ୍ତୁ" "ବବଲଗୁଡ଼ିକ କାଢ଼ି ଦିଅନ୍ତୁ" "%1$s %2$s" "ବିଜ୍ଞପ୍ତି ନିୟନ୍ତ୍ରଣ" "ବିଜ୍ଞପ୍ତି ସ୍ନୁଜ୍‍ ବିକଳ୍ପ" "ମୋତେ ରିମାଇଣ୍ଡର୍ କରନ୍ତୁ" "ପୂର୍ବବତ୍ କରନ୍ତୁ" "%1$s ପାଇଁ ସ୍ନୁଜ୍‍ କରାଗଲା" %d ଘଣ୍ଟା %d ଘଣ୍ଟା %d ମିନିଟ୍‍ %d ମିନିଟ୍‍ "ବ୍ୟାଟେରୀ ସେଭର୍" "ବଟନ୍‍ %1$s" "ହୋମ୍‌" "ଫେରନ୍ତୁ" "ଉପର" "ତଳ" "ବାମ" "ଡାହାଣ" "କେନ୍ଦ୍ର" "ଟ୍ୟାବ୍" "ସ୍ପେସ୍‍" "ଏଣ୍ଟର୍" "ବ୍ୟାକସ୍ପେସ୍‍" "ପ୍ଲେ କରନ୍ତୁ/ପଜ୍‍ କରନ୍ତୁ" "ବନ୍ଦ କରନ୍ତୁ" "ପରବର୍ତ୍ତୀ" "ପୂର୍ବବର୍ତ୍ତୀ" "ରିୱାଇଣ୍ଡ" "ଫାଷ୍ଟ ଫର୍‌ୱାର୍ଡ" "ଉପର ପୃଷ୍ଠା" "ତଳ ପୃଷ୍ଠା" "ଡିଲିଟ୍‌ କରନ୍ତୁ" "ହୋମ୍‌" "ସମାପ୍ତ" "ଇନ୍‌ସର୍ଟ" "ନମ୍ବର ଲକ୍‍" "ନମ୍ବରପ୍ୟାଡ୍ %1$s" "ଆଟାଚମେଣ୍ଟ୍ କାଢ଼ି ଦିଅନ୍ତୁ" "ସିଷ୍ଟମ୍‌" "ହୋମ୍" "ସମ୍ପ୍ରତି" "ଫେରନ୍ତୁ" "ବିଜ୍ଞପ୍ତି" "କୀ\'ବୋର୍ଡ ସର୍ଟକଟ୍" "କୀ\'ବୋର୍ଡ୍‍ର ଲେଆଉଟ୍‍କୁ ବଦଳାନ୍ତୁ" "ଆପ୍ଲିକେସନ୍‌" "ସହାୟତା" "ବ୍ରାଉଜର୍" "ଯୋଗାଯୋଗ" "ଇମେଲ୍" "SMS" "ମ୍ୟୁଜିକ୍‍" "କ୍ୟାଲେଣ୍ଡର୍" "ବିରକ୍ତ କରନ୍ତୁ ନାହିଁ" "ଭଲ୍ୟୁମ ବଟନ୍‍ ଶର୍ଟକଟ୍‍" "ବ୍ୟାଟେରୀ" "ହେଡସେଟ୍‍" "ସେଟିଂସ୍ ଖୋଲନ୍ତୁ" "ହେଡଫୋନ୍‍ ସଂଯୁକ୍ତ" "ହେଡସେଟ୍‍ ସଂଯୁକ୍ତ" "ଡାଟା ସେଭର୍‍" "ଡାଟା ସେଭର୍‌ ଅନ୍‌ ଅଛି" "ଚାଲୁ" "ବନ୍ଦ" "ଅନୁପଲବ୍ଧ" "ଅକ୍ଷମ କରାଯାଇଛି" "ନାଭିଗେଶନ୍ ବାର୍‍" "ଲେଆଉଟ୍" "ସମ୍ପୂର୍ଣ୍ଣ ବାମ ବଟନ୍‍ ପ୍ରକାର" "ସମ୍ପୂର୍ଣ୍ଣ ଡାହାଣ ବଟନ୍‍ ପ୍ରକାର" "କ୍ଲିପ୍‌ବୋର୍ଡ" "କୀ\'କୋଡ୍‍" "ଘୁରାଇବା ସୁନିଶ୍ଚିତ କରନ୍ତୁ, କୀ’ବୋର୍ଡର ଭାଷା ପରିବର୍ତ୍ତନ ସୁବିଧା" "କିଛି ନାହିଁ" "ସାମାନ୍ୟ" "କମ୍ପାକ୍ଟ" "ବାମକୁ-ଆଉଜେଇବା" "ଡାହାଣକୁ-ଆଉଜେଇବା" "ସେଭ୍‌ କରନ୍ତୁ" "ରିସେଟ୍ କରନ୍ତୁ" "କ୍ଲିପ୍‌ବୋର୍ଡ" "କଷ୍ଟମ୍‍ ନାଭିଗେଶନ୍ ବଟନ୍‍" "ବାମ କୀ\'କୋଡ୍‍" "ଡାହାଣ କୀ\'କୋଡ୍‍" "ବାମ ଆଇକନ୍‍" "ଡାହାଣ ଆଇକନ୍" "ଟାଇଲ୍ ଯୋଗ କରିବା ପାଇଁ ଦାବିଧରି ଟାଣନ୍ତୁ" "ଟାଇଲ୍‍ ପୁଣି ସଜାଇବାକୁ ଦାବିଧରି ଟାଣନ୍ତୁ" "ବାହାର କରିବାକୁ ଏଠାକୁ ଡ୍ରାଗ୍‍ କରନ୍ତୁ" "ଆପଣଙ୍କର ଅତିକମ୍‌ରେ %1$dଟି ଟାଇଲ୍ ଆବଶ୍ୟକ" "ଏଡିଟ୍‌ କରନ୍ତୁ" "ସମୟ" "ଘଣ୍ଟା, ମିନିଟ୍‍ ଏବଂ ସେକେଣ୍ଡ ଦେଖାନ୍ତୁ" "ଘଣ୍ଟା ଏବଂ ମିନିଟ୍‍ ଦେଖାନ୍ତୁ (ଡିଫଲ୍ଟ)" "ଏହି ଆଇକନ୍‍ ଦେଖାନ୍ତୁ ନାହିଁ" "ସର୍ବଦା ଶତକଡ଼ା ଦେଖାନ୍ତୁ" "ଚାର୍ଜ କରାଯିବାବେଳେ ଶତକଡ଼ା ଦେଖାନ୍ତୁ (ଡିଫଲ୍ଟ)" "ଏହି ଆଇକନ୍‍ ଦେଖାନ୍ତୁ ନାହିଁ" "କମ୍‍-ଅଗ୍ରାଧିକାର ବିଜ୍ଞପ୍ତି ଆଇକନ୍‍ ଦେଖାନ୍ତୁ" "ଅନ୍ୟାନ୍ୟ" "ଟାଇଲ୍ କାଢ଼ି ଦିଅନ୍ତୁ" "ଶେଷରେ ଟାଇଲ୍ ଯୋଗ କରନ୍ତୁ" "ଟାଇଲ୍ ମୁଭ୍ କରନ୍ତୁ" "ଟାଇଲ୍ ଯୋଗ କରନ୍ତୁ" "%1$dକୁ ମୁଭ୍ କରନ୍ତୁ" "%1$d ଅବସ୍ଥିତିରେ ଯୋଗ କରନ୍ତୁ" "ଅବସ୍ଥିତି %1$d" "ଟାଇଲ୍ ଯୋଗ କରାଯାଇଛି" "ଟାଇଲ୍ କାଢ଼ି ଦିଆଯାଇଛି" "ଦ୍ରୁତ ସେଟିଙ୍ଗ ଏଡିଟର୍।" "%1$s ବିଜ୍ଞପ୍ତି: %2$s" "ସେଟିଂସ୍ ଖୋଲନ୍ତୁ।" "ଦ୍ରୁତ ସେଟିଙ୍ଗ ଖୋଲନ୍ତୁ।" "ଦ୍ରୁତ ସେଟିଂସ୍ ବନ୍ଦ କରନ୍ତୁ।" "%s ଭାବରେ ସାଇନ୍‌ ଇନ୍‌ କରିଛନ୍ତି" "ଉପଯୋଗକର୍ତ୍ତା ବାଛନ୍ତୁ" "କୌଣସି ଇଣ୍ଟରନେଟ୍‌ କନେକ୍ସନ୍ ନାହିଁ" "ବିବରଣୀ ଖୋଲନ୍ତୁ" "%s ସେଟିଙ୍ଗ ଖୋଲନ୍ତୁ।" "ସେଟିଙ୍ଗର କ୍ରମ ସଂଶୋଧନ କରନ୍ତୁ।" "ପାୱାର ମେନୁ" "ପୃଷ୍ଠା %1$d ମୋଟ %2$d" "ଲକ୍‌ ସ୍କ୍ରୀନ୍‌" "ଗରମ ହେତୁ ଫୋନ୍‍ ଅଫ୍‍ କରିଦିଆଗଲା" "ଆପଣଙ୍କ ଫୋନ୍ ବର୍ତ୍ତମାନ ସାମାନ୍ୟ ରୂପେ ଚାଲୁଛି।\nଅଧିକ ସୂଚନା ପାଇଁ ଟାପ୍ କରନ୍ତୁ" "ଆପଣଙ୍କ ଫୋନ୍‍ ବହୁତ ଗରମ ଥିଲା, ତେଣୁ ଏହାକୁ ଥଣ୍ଡା କରାଯିବାକୁ ଅଫ୍‍ କରିଦିଆଗଲା। ଆପଣଙ୍କ ଫୋନ୍‍ ବର୍ତ୍ତମାନ ସାମାନ୍ୟ ଅବସ୍ଥାରେ ଚାଲୁଛି।\n\nଆପଣଙ୍କ ଫୋନ୍‍ ଅଧିକ ଗରମ ହୋଇଯାଇପାରେ ଯଦି ଆପଣ:\n • ରିସୋର୍ସ-ଇଣ୍ଟେନସିଭ୍‍ ଆପ୍‍ (ଯେପରିକି ଗେମିଙ୍ଗ, ଭିଡିଓ, କିମ୍ବା ନେଭିଗେସନ୍‍ ଆପ୍‍) ବ୍ୟବହାର କରନ୍ତି\n • ବଡ ଫାଇଲ୍‍ ଡାଉନଲୋଡ୍ କିମ୍ବା ଅପଲୋଡ୍‍ କରନ୍ତି\n • ଅଧିକ ତାପମାତ୍ରାରେ ଆପଣଙ୍କ ଫୋନ୍‍ ବ୍ୟବହାର କରନ୍ତି" "ଯତ୍ନ ନେବା ପାଇଁ ଷ୍ଟେପଗୁଡ଼ିକ ଦେଖନ୍ତୁ" "ଫୋନ୍‍ ଗରମ ହୋଇଯାଉଛି" "ଫୋନ୍ ଥଣ୍ଡା ହେବା ସମୟରେ କିଛି ଫିଚର୍ ଠିକ ଭାବେ କାମ କରିନଥାଏ।\nଅଧିକ ସୂଚନା ପାଇଁ ଟାପ୍ କରନ୍ତୁ" "ଆପଣଙ୍କ ଫୋନ୍‍ ସ୍ୱଚାଳିତ ଭାବେ ଥଣ୍ଡା ହେବାକୁ ଚେଷ୍ଟା କରିବ। ଆପଣ ତଥାପି ନିଜ ଫୋନ୍‍ ବ୍ୟବହାର କରିପାରିବେ, କିନ୍ତୁ ଏହା ଧୀରେ ଚାଲିପାରେ।\n\nଆପଣଙ୍କ ଫୋନ୍‍ ଥଣ୍ଡା ହୋଇଯିବାପରେ, ଏହା ସାମାନ୍ୟ ଭାବେ ଚାଲିବ।" "ଯତ୍ନ ନେବା ପାଇଁ ଷ୍ଟେପଗୁଡ଼ିକ ଦେଖନ୍ତୁ" "ଚାର୍ଜର୍‍ ଅନ୍‍ପ୍ଲଗ୍‌ କରନ୍ତୁ" "ଏହି ଡିଭାଇସ୍ ଚାର୍ଜ କରିବାରେ ଗୋଟିଏ ସମସ୍ୟା ଅଛି। ଯେହେତୁ କେବଳ ଗରମ ହୋଇଯାଇପାରେ, ତେଣୁ ପାୱାର୍ ଆଡପ୍ଟର୍ ଅନ୍‌ପ୍ଲଗ୍‌ କରନ୍ତୁ ଏବଂ ଯତ୍ନ ନିଅନ୍ତୁ।" "ସେବା ସମ୍ବନ୍ଧିତ ଷ୍ଟେପ୍‌ଗୁଡ଼ିକ ଦେଖନ୍ତୁ" "ବାମ ଶର୍ଟକଟ୍‍" "ଡାହାଣ ଶର୍ଟକଟ୍‍" "ବାମ ଶର୍ଟକଟ୍‍ ମଧ୍ୟ ଅନଲକ୍‍ କରେ" "ଡାହାଣ ଶର୍ଟକଟ୍‍ ମଧ୍ୟ ଅନଲକ୍‍ କରେ" "କିଛି ନାହିଁ" "%1$s ଲଞ୍ଚ କରନ୍ତୁ" "ଅନ୍ୟ ଆପ୍ସ‍" "ବୃତ୍ତ" "ଯୁକ୍ତ" "ବିଯୁକ୍ତ" "ବାମ" "ଡାହାଣ" "ମେନୁ" "%1$s ଆପ୍‍" "ଆଲର୍ଟଗୁଡ଼ିକ" "ବ୍ୟାଟେରୀ" "ସ୍କ୍ରୀନଶଟ୍‍" "ସାଧାରଣ ମେସେଜ୍" "ଷ୍ଟୋରେଜ୍‌" "ହିଣ୍ଟ" "Instant Apps" "%1$s ଚାଲୁଛି" "ଇନ୍‍ଷ୍ଟଲ୍‍ ନହୋଇ ଆପ୍‍ ଖୋଲିଛି।" "ଇନ୍‍ଷ୍ଟଲ୍‍ ନହୋଇ ଆପ୍‍ ଖୋଲିଛି। ଅଧିକ ଜାଣିବା ପାଇଁ ଟାପ୍‍ କରନ୍ତୁ।" "ଆପ୍ ସୂଚନା" "ବ୍ରାଉଜର୍‌କୁ ଯାଆନ୍ତୁ" "ମୋବାଇଲ୍‌ ଡାଟା" "%1$s%2$s" "%1$s, %2$s" "ୱାଇ-ଫାଇ ଅଫ୍‍ ଅଛି" "ବ୍ଲୁଟୂଥ୍‍‌ ଅଫ୍ ଅଛି" "\"ବିରକ୍ତ କରନ୍ତୁ ନାହିଁ\" ଅଫ୍‍ ଅଛି" "ଏକ (%s) ନିୟମ ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ସ୍ୱଚାଳିତ ଭାବେ ଅନ୍‍ କରାଗଲା।" "ଏକ ଆପ୍‍ (%s) ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ଅନ୍‌ କରାଗଲା।" "ଏକ ସ୍ୱଚାଳିତ ନିୟମ କିମ୍ବା ଆପ୍‍ ଦ୍ୱାରା \"ବିରକ୍ତ କରନ୍ତୁ ନାହିଁ\" ଅନ୍‍ କରାଗଲା।" "ବ୍ୟାକଗ୍ରାଉଣ୍ଡରେ ଆପ୍‍ ଚାଲୁଛି" "ବ୍ୟାଟେରୀ ଏବଂ ଡାଟା ବ୍ୟବହାର ଉପରେ ବିବରଣୀ ପାଇଁ ଟାପ୍‍ କରନ୍ତୁ" "ମୋବାଇଲ୍‌ ଡାଟା ବନ୍ଦ କରିବେ?" "ଡାଟା କିମ୍ବା ଇଣ୍ଟରନେଟ୍‌କୁ %s ଦ୍ଵାରା ଆପଣଙ୍କର ଆକ୍ସେସ୍ ରହିବ ନାହିଁ। ଇଣ୍ଟରନେଟ୍‌ କେବଳ ୱାଇ-ଫାଇ ମାଧ୍ୟମରେ ଉପଲବ୍ଧ ହେବ।" "ଆପଣଙ୍କ କେରିଅର୍" "ଗୋଟିଏ ଆପ୍‍ ଏକ ଅନୁମତି ଅନୁରୋଧକୁ ଦେଖିବାରେ ବାଧା ଦେଉଥିବାରୁ, ସେଟିଙ୍ଗ ଆପଣଙ୍କ ଉତ୍ତରକୁ ଯାଞ୍ଚ କରିପାରିବ ନାହିଁ।" "%2$s ସ୍ଲାଇସ୍‌କୁ ଦେଖାଇବା ପାଇଁ %1$sକୁ ଅନୁମତି ଦେବେ?" "- ଏହା %1$sରୁ ସୂଚନାକୁ ପଢ଼ିପାରିବ" "- ଏହା %1$s ଭିତରେ କାମ କରିପାରିବ" "ଯେକୌଣସି ଆପ୍‌ରେ ସ୍ଲାଇସ୍‌କୁ ଦେଖାଇବା ପାଇଁ %1$sକୁ ଅନୁମତି ଦିଅନ୍ତୁ" "ଅନୁମତି ଦିଅନ୍ତୁ" "ଅଗ୍ରାହ୍ୟ କରନ୍ତୁ" "ବ୍ୟାଟେରୀ ସେଭର୍‌ ଅନ୍‌ ହେବାର ସମୟ ସେଟ୍‌ କରିବାକୁ ଟାପ୍‌ କରନ୍ତୁ" "ବ୍ୟାଟେରୀ ସରିବାକୁ ଥିବା ସମୟରେ ଚାଲୁ କରନ୍ତୁ" "ନାହିଁ, ଥାଉ" "SysUI ହିପ୍ ଡମ୍ପ୍ କରନ୍ତୁ" "ଆପ୍ଲିକେସନ୍‍ଗୁଡିକ ଆପଣଙ୍କ %s ବ୍ୟବହାର କରୁଛନ୍ତି।" ", " " ଏବଂ " "%1$s ଦ୍ୱାରା ବ୍ୟବହାର କରାଯାଉଛି" "%1$s ଦ୍ୱାରା ଏବେ ବ୍ୟବହୃତ" "(ୱାର୍କ)" "ଫୋନ୍ କଲ୍" "(%s ମାଧ୍ୟମରେ)" "କ୍ୟାମେରା" "ଲୋକେସନ୍‍" "ମାଇକ୍ରୋଫୋନ୍" "କୌଣସି ଶୀର୍ଷକ ନାହିଁ" "ଷ୍ଟାଣ୍ଡବାଏ" "ମ୍ୟାଗ୍ନିଫିକେସନ୍ ୱିଣ୍ଡୋ" "ମ୍ୟାଗ୍ନିଫିକେସନ୍ ୱିଣ୍ଡୋ ନିୟନ୍ତ୍ରଣଗୁଡ଼ିକ" "ଜୁମ୍ ଇନ୍ କରନ୍ତୁ" "ଜୁମ୍ ଆଉଟ୍ କରନ୍ତୁ" "ଉପରକୁ ମୁଭ୍ କରନ୍ତୁ" "ତଳକୁ ମୁଭ୍ କରନ୍ତୁ" "ବାମକୁ ମୁଭ୍ କରନ୍ତୁ" "ଡାହାଣକୁ ମୁଭ୍ କରନ୍ତୁ" "ମ୍ୟାଗ୍ନିଫିକେସନ୍ ସ୍ୱିଚ୍" "ସମ୍ପୂର୍ଣ୍ଣ ସ୍କ୍ରିନକୁ ମ୍ୟାଗ୍ନିଫାଏ କରନ୍ତୁ" "ସ୍କ୍ରିନର ଅଂଶ ମାଗ୍ନିଫାଏ କରନ୍ତୁ" "ସ୍ୱିଚ୍ କରନ୍ତୁ" "ଆକ୍ସେସିବିଲିଟୀ ଫିଚର ଖୋଲିବାକୁ ଟାପ କରନ୍ତୁ। ସେଟିଂସରେ ଏହି ବଟନକୁ କଷ୍ଟମାଇଜ କର କିମ୍ବା ବଦଳାଅ।\n\n""ସେଟିଂସ ଦେଖନ୍ତୁ" "ବଟନକୁ ଅସ୍ଥାୟୀ ଭାବେ ଲୁଚାଇବା ପାଇଁ ଏହାକୁ ଗୋଟିଏ ଧାରକୁ ମୁଭ୍ କରନ୍ତୁ" "ଶୀର୍ଷ ବାମକୁ ମୁଭ୍ କରନ୍ତୁ" "ଶୀର୍ଷ ଡାହାଣକୁ ମୁଭ୍ କରନ୍ତୁ" "ନିମ୍ନ ବାମକୁ ମୁଭ୍ କରନ୍ତୁ" "ନିମ୍ନ ଡାହାଣକୁ ମୁଭ୍ କରନ୍ତୁ" "ଧାରକୁ ମୁଭ୍ କରି ଲୁଚାନ୍ତୁ" "ଧାର ବାହାରକୁ ମୁଭ୍ କରି ଦେଖାନ୍ତୁ" "ଟୋଗଲ୍ କରନ୍ତୁ" "ଡିଭାଇସ୍ ନିୟନ୍ତ୍ରଣଗୁଡ଼ିକ" "ନିୟନ୍ତ୍ରଣଗୁଡ଼ିକୁ ଯୋଗ କରିବାକୁ ଆପ୍ ବାଛନ୍ତୁ" %sଟି ନିୟନ୍ତ୍ରଣ ଯୋଗ କରାଯାଇଛି। %sଟି ନିୟନ୍ତ୍ରଣ ଯୋଗ କରାଯାଇଛି। "କାଢ଼ି ଦିଆଯାଇଛି" "ପସନ୍ଦ କରାଯାଇଛି" "ପସନ୍ଦ କରାଯାଇଛି, ସ୍ଥିତି %d" "ନାପସନ୍ଦ କରାଯାଇଛି" "ପସନ୍ଦ କରନ୍ତୁ" "ନାପସନ୍ଦ କରନ୍ତୁ" "%d ସ୍ଥିତିକୁ ମୁଭ୍ କରନ୍ତୁ" "ନିୟନ୍ତ୍ରଣଗୁଡ଼ିକ" "କ୍ୱିକ୍ ସେଟିଂସରୁ ଆକ୍ସେସ୍ କରିବାକୁ ନିୟନ୍ତ୍ରଣଗୁଡ଼ିକୁ ବାଛନ୍ତୁ" "ନିୟନ୍ତ୍ରଣଗୁଡ଼ିକ ପୁଣି ସଜାଇବାକୁ ସେଗୁଡ଼ିକୁ ଧରି ଟାଣନ୍ତୁ" "ସମସ୍ତ ନିୟନ୍ତ୍ରଣ କାଢ଼ି ଦିଆଯାଇଛି" "ପରିବର୍ତ୍ତନଗୁଡ଼ିକ ସେଭ୍ କରାଯାଇନାହିଁ" "ଅନ୍ୟ ଆପ୍ ଦେଖନ୍ତୁ" "ନିୟନ୍ତ୍ରଣଗୁଡ଼ିକୁ ଲୋଡ୍ କରାଯାଇପାରିଲା ନାହିଁ। ଆପ୍ ସେଟିଂସ୍ ପରିବର୍ତ୍ତନ ହୋଇନାହିଁ ବୋଲି ନିଶ୍ଚିତ କରିବାକୁ %s ଆପ୍ ଯାଞ୍ଚ କରନ୍ତୁ।" "ସୁସଙ୍ଗତ ନିୟନ୍ତ୍ରଣଗୁଡ଼ିକ ଉପଲବ୍ଧ ନାହିଁ" "ଅନ୍ୟ" "ଡିଭାଇସ୍ ନିୟନ୍ତ୍ରଣଗୁଡ଼ିକରେ ଯୋଗ କରନ୍ତୁ" "ଯୋଗ କରନ୍ତୁ" "%s ଦ୍ଵାରା ପ୍ରସ୍ତାବିତ" "ଡିଭାଇସ୍ ଲକ୍ ହୋଇଯାଇଛି" "PINରେ ଅକ୍ଷର କିମ୍ୱା ପ୍ରତୀକଗୁଡ଼ିକ ଥାଏ" "%s ଯାଞ୍ଚ କରନ୍ତୁ" "ଭୁଲ PIN" "PIN ଲେଖନ୍ତୁ" "ଅନ୍ୟ ଏକ PIN ଚେଷ୍ଟା କରି ଦେଖନ୍ତୁ" "%s ପାଇଁ ପରିବର୍ତ୍ତନ ସୁନିଶ୍ଚିତ କରନ୍ତୁ" "ଅଧିକ ଦେଖିବାକୁ ସ୍ୱାଇପ୍ କରନ୍ତୁ" "ସୁପାରିଶଗୁଡ଼ିକ ଲୋଡ୍ କରାଯାଉଛି" "ମିଡିଆ" "ଏହି ମିଡିଆ ସେସନକୁ ଲୁଚାଇବେ?" "ବର୍ତ୍ତମାନର ମିଡିଆ ସେସନକୁ ଲୁଚାଯାଇପାରିବ ନାହିଁ।" "ଖାରଜ କରନ୍ତୁ" "ପୁଣି ଆରମ୍ଭ କରନ୍ତୁ" "ସେଟିଂସ୍" "%3$sରୁ %2$sଙ୍କ %1$s ଚାଲୁଛି" "%2$sରୁ %1$s" "ଚଲାନ୍ତୁ" "%1$s ଖୋଲନ୍ତୁ" "%3$sରୁ %2$sଙ୍କ %1$s ଚଲାନ୍ତୁ" "%2$sରୁ %1$s ଚଲାନ୍ତୁ" "ନିଷ୍କ୍ରିୟ ଅଛି, ଆପ ଯାଞ୍ଚ କରନ୍ତୁ" "ମିଳିଲା ନାହିଁ" "ନିୟନ୍ତ୍ରଣ ଉପଲବ୍ଧ ନାହିଁ" "%1$sକୁ ଆକ୍ସେସ୍ କରିହେଲା ନାହିଁ। ନିୟନ୍ତ୍ରଣ ଏବେ ବି ଉପଲବ୍ଧ ଅଛି ଏବଂ ଆପ୍ ସେଟିଂସ୍ ବଦଳାଯାଇ ନାହିଁ ବୋଲି ସୁନିଶ୍ଚିତ କରିବାକୁ %2$s ଆପକୁ ଯାଞ୍ଚ କରନ୍ତୁ।" "ଆପ୍ ଖୋଲନ୍ତୁ" "ସ୍ଥିତି ଲୋଡ୍ କରାଯାଇପାରିବ ନାହିଁ" "ତ୍ରୁଟି ହୋଇଛି, ପୁଣି ଚେଷ୍ଟା କର" "ନିୟନ୍ତ୍ରଣଗୁଡ଼ିକ ଯୋଗ କରନ୍ତୁ" "ନିୟନ୍ତ୍ରଣଗୁଡ଼ିକୁ ଏଡିଟ୍ କରନ୍ତୁ" "ଆଉଟପୁଟ୍ ଯୋଗ କରନ୍ତୁ" "ଗୋଷ୍ଠୀ" "1ଟି ଡିଭାଇସ୍ ଚୟନ କରାଯାଇଛି" "%1$dଟି ଡିଭାଇସ୍ ଚୟନ କରାଯାଇଛି" "(ବିଚ୍ଛିନ୍ନ କରାଯାଇଛି)" "ସଂଯୋଗ କରାଯାଇପାରିଲା ନାହିଁ। ପୁଣି ଚେଷ୍ଟା କରନ୍ତୁ।" "ନୂଆ ଡିଭାଇସକୁ ପେୟାର୍ କରନ୍ତୁ" "ବିଲ୍ଡ ନମ୍ୱର" "କ୍ଲିପବୋର୍ଡକୁ କପି କରାଯାଇଥିବା ବିଲ୍ଡ ନମ୍ୱର।" "ବାର୍ତ୍ତାଳାପ ଖୋଲନ୍ତୁ" "ବାର୍ତ୍ତାଳାପ ୱିଜେଟଗୁଡ଼ିକ" "ଏକ ବାର୍ତ୍ତାଳାପକୁ ଆପଣଙ୍କ ମୂଳସ୍କ୍ରିନରେ ଯୋଗ କରିବା ପାଇଁ ସେଥିରେ ଟାପ୍ କରନ୍ତୁ" "ଆପଣଙ୍କ ବର୍ତ୍ତମାନର ବାର୍ତ୍ତାଳାପଗୁଡ଼ିକ ଏଠାରେ ଦେଖାଯିବ" "ପ୍ରାଥମିକତା ଦିଆଯାଇଥିବା ବାର୍ତ୍ତାଳାପଗୁଡ଼ିକ" "ବର୍ତ୍ତମାନର ବାର୍ତ୍ତାଳାପଗୁଡ଼ିକ" "%1$s ଦିନ ପୂର୍ବେ" "1 ସପ୍ତାହ ପୂର୍ବେ" "2 ସପ୍ତାହ ପୂର୍ବେ" "1 ସପ୍ତାହରୁ ଅଧିକ ଦିନ ଆଗରୁ" "2 ସପ୍ତାହରୁ ଅଧିକ ଦିନ ଆଗରୁ" "ଜନ୍ମଦିନ" "ଆଜି %1$sଙ୍କର ଜନ୍ମଦିନ" "ଜନ୍ମଦିନ ଶୀଘ୍ର ଆସୁଛି" "%1$sଙ୍କ ଜନ୍ମଦିନ ଶୀଘ୍ର ଆସୁଛି" "ବାର୍ଷିକ ଉତ୍ସବ" "%1$sଙ୍କର ବାର୍ଷିକ ଉତ୍ସବ" "ଲୋକେସନ୍ ସେୟାର୍ ହେଉଛି" "%1$s ଲୋକେସନ୍ ସେୟାର୍ କରୁଛନ୍ତି" "ନୂଆ ଷ୍ଟୋରୀ" "%1$s ଏକ ନୂଆ ଷ୍ଟୋରୀ ସେୟାର୍ କରିଛନ୍ତି" "ଦେଖୁଛନ୍ତି" "ଶୁଣୁଛି" "ଚାଲୁଛି" "ସାଙ୍ଗମାନେ" "ରାତିରେ ଚାଟ୍ କରିବା!" "ବିଷୟବସ୍ତୁ ଶୀଘ୍ର ଦେଖାଯିବ" "ମିସ୍ଡ କଲ୍" "%d+" "ବର୍ତ୍ତମାନର ମେସେଜ୍, ମିସ୍ଡ କଲ୍ ଏବଂ ସ୍ଥିତି ଅପଡେଟଗୁଡ଼ିକୁ ଦେଖନ୍ତୁ" "ବାର୍ତ୍ତାଳାପ" "\"ବିରକ୍ତ କରନ୍ତୁ ନାହିଁ\" ଦ୍ୱାରା ବିରତ କରାଯାଇଛି" "%1$s ଏକ ମେସେଜ୍ ପଠାଇଛନ୍ତି: %2$s" "%1$s ଏକ ଛବି ପଠାଇଛନ୍ତି" "%1$s ଏକ ସ୍ଥିତି ଅପଡେଟ୍ କରିଛନ୍ତି: %2$s" "ଉପଲବ୍ଧ" "ଆପଣଙ୍କ ବ୍ୟାଟେରୀ ମିଟର୍ ପଢ଼ିବାରେ ସମସ୍ୟା ହେଉଛି" "ଅଧିକ ସୂଚନା ପାଇଁ ଟାପ୍ କରନ୍ତୁ" "ଆଲାରାମ ସେଟ୍ ହୋଇନାହିଁ" "ଟିପଚିହ୍ନ ସେନ୍ସର୍" "ପ୍ରମାଣୀକରଣ କରନ୍ତୁ" "ଡିଭାଇସ୍ ବିଷୟରେ ସୂଚନା ଲେଖନ୍ତୁ" "ଖୋଲିବାକୁ ଟିପଚିହ୍ନ ବ୍ୟବହାର କରନ୍ତୁ" "ପ୍ରମାଣୀକରଣ ଆବଶ୍ୟକ। ପ୍ରମାଣୀକରଣ କରିବାକୁ ଟିପଚିହ୍ନ ସେନ୍ସରକୁ ସ୍ପର୍ଶ କରନ୍ତୁ।" "ଚାଲୁଥିବା ଫୋନ୍ କଲ୍" "ମୋବାଇଲ ଡାଟା" "%1$s / %2$s" "ସଂଯୋଗ କରାଯାଇଛି" "ମୋବାଇଲ ଡାଟା ସ୍ୱତଃ-ସଂଯୋଗ ହେବ ନାହିଁ" "ସଂଯୋଗ ନାହିଁ" "ଅନ୍ୟ କୌଣସି ନେଟୱାର୍କ ଉପଲବ୍ଧ ନାହିଁ" "କୌଣସି ନେଟୱାର୍କ ଉପଲବ୍ଧ ନାହିଁ" "ୱାଇ-ଫାଇ" "ସଂଯୋଗ କରିବାକୁ ଏକ ନେଟୱାର୍କରେ ଟାପ୍ କରନ୍ତୁ" "ନେଟୱାର୍କଗୁଡ଼ିକୁ ଦେଖିବା ପାଇଁ ଅନଲକ୍ କରନ୍ତୁ" "ନେଟୱାର୍କଗୁଡ଼ିକ ସନ୍ଧାନ କରାଯାଉଛି…" "ନେଟୱାର୍କକୁ ସଂଯୋଗ କରିବାରେ ବିଫଳ ହୋଇଛି" "ବର୍ତ୍ତମାନ ପାଇଁ ୱାଇ-ଫାଇ ସ୍ୱତଃ-ସଂଯୋଗ ହେବ ନାହିଁ" "ସବୁ ଦେଖନ୍ତୁ" "ନେଟୱାର୍କ ସ୍ୱିଚ୍ କରିବାକୁ, ଇଥରନେଟ୍ ବିଚ୍ଛିନ୍ନ କରନ୍ତୁ" "ଡିଭାଇସ ଅନୁଭୂତିକୁ ଉନ୍ନତ କରିବା ପାଇଁ, ୱାଇ-ଫାଇ ବନ୍ଦ ଥିଲେ ମଧ୍ୟ ଆପ ଓ ସେବାଗୁଡ଼ିକ ଏବେ ବି ଯେ କୌଣସି ସମୟରେ ୱାଇ-ଫାଇ ନେଟୱାର୍କ ପାଇଁ ସ୍କାନ କରିପାରିବ। ଆପଣ ଏହାକୁ ୱାଇ-ଫାଇ ସ୍କାନିଂ ସେଟିଂସରେ ପରିବର୍ତ୍ତନ କରିପାରିବେ। ""ପରିବର୍ତ୍ତନ କରନ୍ତୁ" "ଏୟାରପ୍ଲେନ ମୋଡ ବନ୍ଦ କରନ୍ତୁ" "ଉପଯୋଗକର୍ତ୍ତା ଚୟନ କର"